September 19, 2026

ପୁରୀରେ ମା କଟକଚଣ୍ଡୀଙ୍କ ମହୋତ୍ସବ ଉଦଯାପିତ l

IMG-20250420-WA0004
Share

 

ପୁରୀ ଘୋଡାବଜାର ରୋଡ଼ ଠାରେ ରାଜେଶ୍ୱରୀ ଦେବୀ ୧୯୪୦ ମସିହାରୁ ମା କଟକ ଚଣ୍ଡୀଙ୍କୁ ପୂଜା କରି ଆସୁଛନ୍ତି l ପ୍ରତିବର୍ଷ ପରି ଚଳିତବର୍ଷ ପଣା ସଂକ୍ରାନ୍ତି ଠାରୁ ୫ଦିନ କାଳ ଭକ୍ତ ମାନଙ୍କୁ ମାଗଣା ପ୍ରସାଦ ବଣ୍ଟନ ସହିତ ମାଙ୍କୁ ନଗର ପରିକ୍ରମା ମହାଡ଼ମ୍ବରରେ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ରାଜେଶ୍ୱରୀ ଦେବୀଙ୍କ ସହିତ ରେଖା ଦୋରା, ଦୀନବନ୍ଧୁ ରାଓ, ହାପି ନାୟକଙ୍କ ସହିତ ତେଲୁଗୁ ସମ୍ପ୍ରଦାୟ ର ଶତାଧିକ ମହିଳା ଓ ପୁରୁଷମାନେ ନାଚଗୀତ କରି ନଗର ପରିକ୍ରମା କରିବା ସହିତ ସୁରୁଖୁରୁରେ ପରିଚାଳନା କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ