April 26, 2026

ଗଣକବି ବୈଷ୍ଣବପାଣି ଙ୍କ ଶ୍ରାଦ୍ଧ ଦିବସ ରେ ଜଳଛତ୍ର

IMG-20230420-WA0024
Share

ଗଣକବି ବୈଷ୍ଣବପାଣି ଙ୍କ ଶ୍ରାଦ୍ଧ ଦିବସ ରେ ଜଳଛତ୍ର

ମାହାଙ୍ଗା_ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମପଞ୍ଚାୟତର ଯୁବକ ମାନଙ୍କ ଦ୍ଵାରା ଜଳଛତ୍ର ଅନୁଷ୍ଠିତ ହୋଇଛି ।ଆଜି ଗଣକବି ବୈଷ୍ଣବପାଣି ଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏହି ଜଳଛତ୍ର ଅନୁଷ୍ଠିତ ହୋଇଛି। ଏହି କାର୍ଯକ୍ରମ ରେ ରଘୁନାଥ ଜେନା ,ଲଷ୍ମୀଧର ବେହେରା, ଜଗନ୍ନାଥ ନାୟକ ,ପ୍ରଶାନ୍ତ ସାହୁ ,ଗୋବିନ୍ଦ ସାହୁ ବିଶ୍ୱରଂଜନ ଦାସ ,ମନୋଜ ସ୍ୱାଇଁ କିଶୋର ଦାସ ,ଭମରବର ସାହୁ ସୁଶାନ୍ତ ବେହାରୀ, ସୋମ୍ୟରଞ୍ଜନ ପଣ୍ଡା, ଦୃଯ୍ୟଧନ ସାହୁ ,ବାସୁଦେବ ସ୍ୱାଇଁ ,ମଙ୍ଗୁଳି ଯେନା ,ହେମନ୍ତ ଯେନା କାମଦେବ ଯେନା ,ଚିତ୍ତରଞ୍ଜନ ଯେନା, ଦେବଦତ୍ତ ପଣ୍ଡା ,ପ୍ରଶାନ୍ତ ବେହେରା, ଚିନ୍ମୟ ସାମଲ ,ଦିଲୀପ ସ୍ୱାଇଁ ,ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।