October 16, 2026

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

IMG-20230120-WA0019
Share

 

 

 

 

କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଦ୍ଵିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି. ପୂର୍ବ ବୈଠକ ର ଅନୁମୋଦନ ହୋଇ ଥିବା ଆଲୋଚନା ର ବିବରଣୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୁଧାଂଶୁ ରଥ ପାଠ କରିଥିଲେ. ଶିକ୍ଷା. ସ୍ୱାସ୍ଥ୍ୟ. ଏବଂ ଆଗକୁ ଖରା ଦିନ ଆସୁ ଥିବାରୁ ପାନୀୟ ଜଳ ର ସୁବିଧା ପାଇଁ ନଳକୂପ ମରାମତି. ଖନନ ପାଇଁ ଗୁରୁତ୍ୱ ଦିଆଯାଇ ଥିଲା. ବ୍ଲକ କାର୍ଯ୍ୟଳୟ ର ପ୍ରବେଶ ପଥ ର ଶୋଚନିୟ ଅବସ୍ଥା ଏବଂ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ହେବ କାର୍ଯାଳୟ ପରିସର ରେ ଥିବା ଗୋଷ୍ଠୀ ସୌଚାଳୟ ରେ ତାଲା ଝୁଲୁ ଥିବାରୁ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରୀପତି ଚାଲାଣ. ବ୍ଲକ ଉପାଧ୍ୟକ୍ଷ ଶ୍ରୀ ତପନ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଥିବା ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି. ଅଧକ୍ଷା ଶ୍ରୀମତୀ କୋମଳା ଭତରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ. ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ. ଜଳ ଓ ପରିମଲ ବିଭାଗ ର ଯନ୍ତ୍ରୀ ଶ୍ରୀ ସମୟ ମାରାଣ୍ଡି,ଲକି ହେମ୍ବ୍ରମ,ଗଗନ ସାହୁ, ସନ୍ତୋଷ କୁମାର ନାୟକ. ଙ୍କ ସମେତ ବନ ବିଭାଗ. ବିଦ୍ୟୁତ ବିଭାଗ ସହ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିବା ଜଣାଯାଇଛି। (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା )

You may have missed