ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ମାସିକ କବିତା ଆସର ଅନୁଷ୍ଠିତ
ଛତ୍ରପୁର. ତା ୧୯/୧୦/୨୫(ଅରୁଣ କୁମାର ପଣ୍ଡା )ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ତରଫରୁ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଶୋକ ଚୌଧୁରୀ, ସମ୍ପାଦକ ସୋମନାଥ ସାହୁ, ନିରଞ୍ଜନ ତ୍ରିପାଠୀ, ଶରତ ମହାପାତ୍ର, ବାସନ୍ତିଲତା ସ୍ୱାଇଁ, ବିନୋଦିନୀ ନାୟକ,ଶୈଳବାଳା ପାଣିଗ୍ରାହୀ, ଉମାକାନ୍ତ ବେହେରା, ଯତିରାଜ ନାୟକ, ବଳରାମ ପଲେଇ, ଟି. ରାମାନୁଜ ଦାସ, ବିଜୟ ରାଉଳ, ଜି. ପାପା ରାଓ, ସନ୍ତୋଷ କୁମାର ଦାସ, ଚିତ୍ତରଞ୍ଜନ ପଣ୍ଡା, ରାମଚନ୍ଦ୍ର ନନ୍ଦ, ନରେନ୍ଦ୍ର ପଣ୍ଡା , ମାଗୁଣି ଚରଣ ଶତପଥୀ, ଦୁର୍ଗା ଚରଣ ପଲାଇ, ତ୍ରିନାଥ ସାହୁ ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l ଭାରତୀୟ ସଂସ୍କୃତିରେ ଆଲୋକର ପର୍ବ ଦୀପାବଳିର ବିଶେଷତ୍ୱ ଏବଂ ଓଡ଼ିଆ ସଂସ୍କୃତିରେ ଏହାର ପ୍ରଭାବ ବିଷୟରେ ସଭାପତି ଏବଂ ପ୍ରାକ୍ତନ ବିଧାୟକ ବିଶେଷ ଆଲୋକପାତ କରିଥିଲେ l କବୟିତ୍ରୀ ରୀତା ରଥ କବିତା ସଂଯୋଜନା କରିଥିଲେ ଏବଂ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l