ସାମ୍ବାଦି କଂକୁ ଦୁର୍ବ୍ୟବହାର

ଖୋର୍ଦ୍ଧା-ପୌର ପରିଷଦ ର ୱାଡ଼ ନଂ-୧୨ ରେ ଥିବା ବିଧାୟକ ଙ୍କ ଅଭିଯୋଗ କାର୍ଯ୍ୟାଳୟରେ ଜନ ଶୁଣାଳି ଚାଲିଥିବା ସମୟରେ ଆତ୍ମଘୋସିତ ବିଜେପିର କର୍ମକର୍ତ୍ତା ବେଲାଉଥିବା ବେକ୍ତି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଏବେ ଚର୍ଚାର ବିଷୟ ପାଲଟିଛି। ସାଂସଦ ଓ ବିଧାୟକଙ୍କ ପାଖରେ ଏହି ପରି ଅସମାଜିକ ବ୍ୟକ୍ତି ରହି ନିଜକୁ ମହାବଳଶାଳୀ ଭାବିବା ସହିତ ଧରାକୁ ଶରା ମନେକରୁନାହାନ୍ତି I ଏମାନେ ମଣିଷକୁ ମଣିଷ ପରିକା ଚିହ୍ନିବା ତ ଦୁରର କଥା ବେବହାର ମଧ୍ୟ ତାଙ୍କର ଠିକ ନାହିଁ|ଏମାନେ ଜନପ୍ରତିନିଧି ବା ବିଧିଙ୍କୁ ହାତେଇ ତାଙ୍କ ପାଖରେ ରହି ନିଜର ପତିଆରା ସାଧାରଣ ଜନ ସାଧାରଣ ଙ୍କ ଉପରେ ଯାହିର କରିଥାନ୍ତିଏପରି ଆତ୍ମ ଘୋଷିତ କର୍ମକର୍ତ୍ତା ଅମଣିଷକୁ ଜନ ପ୍ରତିନିଧିମାନେ ଜନତାଙ୍କ ର କୌଣସି କାର୍ଯ୍ୟ ରେ ନ ରଖିବା ପାଇଁ ଖୋର୍ଦ୍ଧାର ବୁଧିଯିବି ମାନେ ମତ ରଖିଛନ୍ତି|
ଉପାନ୍ତ ଖବର ଖୋର୍ଦ୍ଧା ପ୍ରତିନିଧି
