April 24, 2026
ajiro khabar
Share

 

୧-ବାଲେଶ୍ଵର: ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟିର ତନାଘନା, ଏଫ୍ ଏମ୍ କଲେଜର ୮ ଜଣକୁ ନୋଟିସ୍ ଜାରି।

 

୨-ଚାର୍ଜସିଟ୍ ଦାଖଲ ନ କରିବା ମହଙ୍ଗା ପଡିଲା, ଖଣ୍ଡଗିରି ଥାନା SI ନିଲମ୍ବିତ।

 

୩-ଭୁବନେଶ୍ୱର:ବିଜେଡିରେ ପାଣ୍ଡିୟାନ ଦମ୍ପତିଙ୍କର ପତିଆରା,ଆହତ ନେତାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା।

 

୪-ଚାନ୍ଦବାଲି ବ୍ଲକରୁ ଅପମିଶ୍ରିତ ସାର ଜବତ, ୩ ଟି ସ୍ଥାନରେ ରେଡ କଲା କୃଷି ଓ ରାଜସ୍ବ ବିଭାଗ।

 

୫-ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ ଚିଠି ଜାରି କଲା ଉଚ୍ଚଶିକ୍ଷା ବିଭାଗ।

 

୬-ସୁବର୍ଣ୍ଣପୁର : ତରଭା ପୁଲିସକୁ ମିଳିଛି ବଡ ସଫଳତା,୯ କୋଟି ଟଙ୍କାର ଗଞ୍ଜେଇ ଜବତ,୪ ଜଣ ଗିରଫ।

 

୭-ଆଜିଠୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ; ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପରେ ଚାଷୀଙ୍କ ଭିତରେ ଉତ୍ସାହ।

 

୮-ମୟୂରଭଞ୍ଜ:ରଙ୍ଗିଲା ତାନ୍ତ୍ରିକର କେଳେଙ୍କାରୀ, ମୋବାଇଲରେ ରଖିଥିଲା ୪ ଶହ ମହିଳାଙ୍କ ଅଶ୍ଳୀଳ ଫଟୋ।

 

୯-ମୟୂରଭଞ୍ଜ:ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା , ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ।

 

୧୦-କଟକ:ରେଭେନ୍ସା ଭାଇସ୍ ଚାନସଲରଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଲା ବଡ଼ ଆଉ ଅଜବ ବିଜ୍ଞପ୍ତି। ତେବେ ଏହାର ମାତ୍ର ଘଣ୍ଟାକ ପରେ ବଦଳିଗଲା ନିଷ୍ପତ୍ତି।

 

୧୧-ଜଗତସିଂହପୁର: ପ୍ରସୂତିଙ୍କ ମୃତ୍ୟୁରୁ ସାଇ ଶ୍ରଦ୍ଧା ନର୍ସିଂ ହୋମରେ ଭଙ୍ଗାରୁଜା, ଡାକ୍ତର ଓ ନର୍ସିଂ ହୋମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।

 

୧୨-ଭୁବନେଶ୍ୱର ଜାଗମରା ସ୍ଥିତ ଏକ ଘରୋଇ କଲେଜରେ ଭୟାବହ ଅଗ୍ନିକାଣ୍ଡ,ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ କଲା ଆୟତ୍ତ ।

 

୧୩-ଦୋଷୀ ସାବ୍ୟସ୍ତ ହେଲେ ଗିରିସୋଲା ଚେକ୍ ଗେଟର ପୂର୍ବତନ ଜୁନିୟର ଏମଭିଆଇ ଦେବୀ ପ୍ରସାଦ ପାଢ଼ୀ, ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ।

 

୧୪-ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା

 

୧୫-ଧର୍ମଶାଳା:ବନ୍ୟା ଉଜାଡ଼ିଲା ଚାଷ, ବଢ଼ି ପାଣି ଯୋଗୁ ନଷ୍ଟ ହେଲା ଏକର ଏକର ଫସଲ।

 

୧୬-ଚଉଦ କୁଲାଟ:ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ; ଭୟଭୀତ ଲୋକେ, ରାତିରେ ଘରୁ ବାହାରିବା ମୁସ୍କିଲ।

 

୧୭-ବଲାଙ୍ଗୀର, ତେନ୍ତୁଳିଖଣ୍ଟ ଗାଁ:ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗକୁ ଚୋବାଇ ଖାଇଲେ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବ୍ୟକ୍ତି।

 

୧୮-ଜିନ୍ଦର ଷ୍ଟିଲ କାରଖାନାରେ ଅଘଟଣ: ଗ୍ୟାସ ବିସ୍ଫୋରଣରେ ୯ ଶ୍ରମିକ ଗୁରୁତର।

 

୧୯-ବିହାର:ଗତ ଦୁଇ ଦିନରେ ବିହାରରେ ବଜ୍ରପାତରେ ୩୩ ଜଣଙ୍କର ମୃତ୍ୟୁ।

 

୨୦-ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମା ଧମକ,ସମସ୍ତ ସ୍କୁଲରେ ଯାଞ୍ଚ କାର୍ଯ୍ୟ ଆରମ୍ଭ ।

 

୨୧-ଜନ୍ମଦିନରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ବାନ୍ଧିଲା ଇଡି।

 

୨୨-ଭିଜା ସଙ୍କଟ: ଭାରତୀୟ ଛାତ୍ରଛାତ୍ରୀଙ୍କ ଆମେରିକା ସ୍ବପ୍ନ ଚୁରମାର।