April 29, 2026

ନୂତନ ବିଧାୟକଙ୍କୁ ସମ୍ବଦ୍ଧନା କଳେ କଳାକାର

IMG-20240619-WA0004
Share

 

ହାଟଡିହି ତା ୧୮/୦୬ : ମା’ ବିଶ୍ଵ ତାରିଣୀ କଳାକାର ପରିଷଦ ହାଟଡି ହି ବ୍ଳକ ପକ୍ଷରୁ ଆନନ୍ଦପୁରର ନବ ନିର୍ବାଚିତ ବିଧାୟକ ଅଭିମନ୍ୟୁ ସେଠୀଙ୍କୁ ଅଭିନନ୍ଦନ ଓ ସ୍ବାଗତ ସମ୍ବଦ୍ଧନା ଜ୍ଞାପନ କରାଯାଇଛି। ଆଜି ସକାଳେ ସଭାପତି ଅଧିକାରୀ ନାୟକ, ଉପ ସଭାପତି ଦିବାକର ବାରିକ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବିଦ୍ୟାଧର କବି, ପୂର୍ବତନ ସଂପ ସଂପାଦକ ପ୍ରମୋଦ ପଟ୍ଟନାୟକ, ଗାୟକ କାର୍ତ୍ତିକେଶ୍ୱର ଜେନା, ଲଛମନ ସା, କାର୍ଭି କ ସା, ଜଳଧର ସା, ନିରଞ୍ଜନ ଲେଙ୍କା, ସହଦେବ ସିଂ, ଅଭିରାମ ବେହେରାଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ବିଧାୟକଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇବା ସହିତ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।(କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ)

You may have missed