April 19, 2025

ବସନ୍ତ ଟାକ୍ରି ରାମନାଗୁଡା ବ୍ଲକ ଟପ୍ପର

Share

ବସନ୍ତ ଟାକ୍ରି ରାମନାଗୁଡା ବ୍ଲକ ଟପ୍ପର

ରାମନାଗୁଡା, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗୁଲୁଣ୍ଠି ଉଚ୍ଚ ବିଦ୍ୟାଳୟ ଛାତ୍ର ବସନ୍ତ ଟାକ୍ରି ୪୮୦ନମ୍ବର ରଖି ରାମନାଗୁଡା ବ୍ଲକ ଟପ୍ପର ହୋଇଛନ୍ତି।ସେ ୮୫ପ୍ରତିଶତ ନମ୍ବର ରଖିଛନ୍ତି।ସେ ଏହି ସଫଳତାର ଶ୍ରେୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ପ୍ରଦାନ କରିଛନ୍ତି।ଆଗକୁ ପାଠପଢି ସେ ଜଣେ ସମାଜରେ ଉତ୍ତମ ନାଗରିକ ସହ ହେବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ।ପିଲାର ସଫଳତାର ଅଭିଭାବକ ମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।