ଉମରକୋଟ ର ପ୍ରତ୍ୟୁଶ ପାଣି ୯୮ ଶତକଡା ମାର୍କ ରଖି ନବରଙ୍ଗପୁର ଜିଲ୍ଲା ରେ ଟପ୍ପର………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ଉମରକୋଟ ରେ ଶ୍ରୀମାନ ପ୍ରତ୍ୟୁଶ ପାଣି ୯୮
ଶତକଡା ମାର୍କ ରଖି ନବରଙ୍ଗପୁର ଜିଲ୍ଲା ରେ ଟପ୍ପର ହୋଇ ଜିଲ୍ଲା ର ଗୌରବ ଆଣିଛନ୍ତି। ପ୍ରତ୍ୟୁଷ ପାଣି ପିତା ସୁଶାନ୍ତ କୁମାର ପାଣି ଙ୍କ କନିଷ୍ଠ ପୁତ୍ର ଅଟନ୍ତି ସେ ଉମରକୋଟ ସ୍ଥିତ କୁସୁମଗୁଡା ରେ ବାସିନ୍ଦା ଅଟନ୍ତି।ଉମରକୋଟ ସ୍ଥିତ ଶ୍ରୀମାନ ପ୍ରତ୍ୟୁଷ ପାଣି ଜୟପୁର ସହର ସ୍ଥିତ ପ୍ରକାଶ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ। ଉମରକୋଟ ଭଳି ଏକ ଉପାନ୍ତ ଅଞ୍ଚଳରେ ର ଜୟପୁର ସ୍ଥିତ ପ୍ରକାଶ ବିଦ୍ୟାଳୟ ରେ ଅଧ୍ୟୟନ କରି ସଫଳତା ହାସଲ କରିଥିବାରୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ଯ ନନ୍ଦ ଗଣ୍ଡ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପିତା ଶ୍ରୀ ସୁଶାନ୍ତ କୁମାର ପାଣି, ମାତା ପଦ୍ମଞ୍ଜଳି ପାଣି ଏବଂ ସହର ର ବିଭିନ୍ନ ମନ୍ୟ ଗନ୍ୟ ବ୍ୟକ୍ତି ମାନେ ଅଶେଷ ଶୁଭେଛା ଜଣାଇଛନ୍ତି।
