July 24, 2026

ଅଦ୍ଭୁତ ପୂର୍ବ ଆଧ୍ୟାତ୍ମିକ ପରିବେଶରେ ଗବେଷକ ସମ୍ମିଳନୀ ଉଦ୍ଘାଟିତ

Screenshot_2023-01-19-20-38-34-711_com.whatsapp
Share

ଅଦ୍ଭୁତ ପୂର୍ବ ଆଧ୍ୟାତ୍ମିକ ପରିବେଶରେ ଗବେଷକ ସମ୍ମିଳନୀ ଉଦ୍ଘାଟିତ ହୋଇ ଯାଇଛି. ଶ୍ରୀକ୍ଷେତ୍ର ଧାମରେ ପ୍ରଥମ ଥର ପାଇଁ ରାଜ୍ୟର ବିଭିର୍ଣ୍ଣ ସ୍ଥାନରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ମହାକୁମ୍ଭ ବଡଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଉଦ୍ଘାଟିତ କରିଥିଲେ.ପ୍ରାରମ୍ଭରେ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ.ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉତ୍କଳ ନାଥ ଦାସ, ସେବାୟତ ତଳଛୁ ନୀଳକଣ୍ଠ ମହାପାତ୍ର ଯୋଗଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ