ଦୀପ ଜାଳି ପ୍ରଧାନମନ୍ତ୍ରୀ 76 ଜନ୍ମ ଦିନ ପାଳନ କଲେ
ବିଶ୍ୱର ସର୍ବାଧିକ ଜନପ୍ରିୟ ତଥା ଅପ୍ରତିଦ୍ୱନ୍ଦି ନେତା, ସବକା ସାଥ, ସବକା ବିକାଶ, ମନ୍ତ୍ରକୁ ପାଥେୟ କରି, ବିକାଶିତ ଭାରତର ସଂକଳ୍ପକୁ ସାକାର କରିବା ଦିଗରେ ନିରନ୍ତର ପ୍ରୟାସରତ, ବିକାଶିତ ଭାରତର ସ୍ରଷ୍ଟା କର୍ମଯୋଗୀ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 76 ତମ୍ ଜନ୍ମ ଦିବସରେ ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ ଙ୍କ ନେତୃତ୍ୱରେ ସହ ସହ ମହଲା ଓ ପୁରୁଷ ମାନେ ତାଳଦଣ୍ଡା ସ୍ଥିତ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହ ଦୀପ ଜାଳି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ଦେହ ସୁସ୍ଥ ଓ ନିରୋଗ ରହିବା ସହ ଦୀର୍ଘାୟୁ ହୁଅନ୍ତୁ ବୋଲି କାମନା କରିଥିଲେ। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
