ରେଂଗାଲିପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ
ଯୁବଶକ୍ତି କ୍ଲବ ଆନୁକୂଲ୍ୟରେ ଅତାବିରା ଏନଏସି ଅଧିନ ରେଂଗାଲିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସହଯୋଗରେ ବିଦ୍ୟାଳୟରେ ବନମହୋତ୍ସବ ପାଳନ କରାଗଲା l ଏହି ଅବସରରେ ଶ୍ରୀମତୀ ଉସେଶ୍ୱରୀ ପ୍ରଧାନ (ଅତାବିରା ବନପାଳ )ଓ ସୁବାସ ପ୍ରଧାନ (ପ୍ରକୃତି ବନ୍ଧୁ ),ଗ୍ରାମର ଦିଲ୍ଲିପ ପଧାନ,ଗଗନ ରାଉତ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନ୍ତର୍ଯ୍ୟାମୀ ବାରିକ ପ୍ରମୁଖ ଯୋଗଦାନ କରିଥିଲେ l(ସୁରେନ୍ଦ୍ର କଠାର,ବରଗଡ)
