ଉମରକୋଟ ବ୍ଲକ ଅନ୍ତର୍ଗତ ବାଟିବେଡ଼ା ସରକାରୀ ଆଶ୍ରମ ସ୍କୁଲ ର ନୂତନ ସ୍କୁଲ ପରିଚାଳନା କମିଟି ଗଠିତ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ଭ।ମିନି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଟିବେଡ଼। ଠାରେ ଥିବା ସରକାରୀ ଆଶ୍ରମ ସ୍କୁଲର ୨୩ ଜଣ ସଦସ୍ୟ ଓ ସଦସ୍ୟା ଙ୍କୁ ନେଇ ଏକ ନୂତନ ସ୍କୁଲ ପରିଚାଳନା କମିଟି ଗଠିତ ହେଇଛି। ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ଏକ ବୈଠକ ରେ ପ୍ରଧାନ ଶିକ୍ଷକ ଫ୍ରମି ସିସ ନାଗ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ସର୍ବ ସମ୍ମତି କ୍ରମେ ସ୍କୁଲ ପରିଚାଳନା କମିଟି ଗଠନ ହେଇଛି। ଏମାନେ ହେଲେ ଯୁଧିଷ୍ଟିର ପାଣ୍ଡେ, ପଦ୍ମ। ମାଳି, ଡମ୍ବରୁଧର ପୂଜାରୀ, ସର।ଦୁ ହରିଜନ, ରତୁର।ମ ଗଣ୍ଡ,ଭଗବତୀ ପାଣ୍ଡେ, ବଳରାମ ପୂଜାରୀ, କୁମର ପୂଜାରୀ, ତହସିଲ ପାଣ୍ଡେ, ଲକ୍ଷ୍ମୀ ପାଣ୍ଡେ, ରାଧାମଣୀ ହରିଜନ, ସବିତା ଗଣ୍ଡ, ଅମିତ। ଗଣ୍ଡ, ମଙ୍ଗଲଦେଇ ପୂଜାରୀ, ରୁକ୍ମଣୀ ପନକ।, ତିଳକ ମାଝୀ, ୱାର୍ଡ ମେମ୍ବର ପଞ୍ଚୁ ରାମ ପୂଜାରୀ, ଅଙ୍ଗନୱାଡି କର୍ମୀ ୟୋଷଦ। ଗଣ୍ଡ, ଆଶା କର୍ମୀ ବୁଦ୍ଧିଆରିନି ଗଣ୍ଡ, ଆଲୁମିନି ସଞ୍ଜୟ ପାଣ୍ଡେ, ବରିଷ୍ଠ ଶିକ୍ଷକ ଆଶିଷ କୁମାର ନାୟକ ଓ ପ୍ରଧାନ ଶିକ୍ଷକ ଫ୍ରମସିସ ନାଗ। ସ୍କୁଲ ତରଫରୁ ସମସ୍ତ କମିଟି ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
