ରାଷ୍ଟ୍ରୀୟ ସମାଜସେବୀ ସଂଗଠନ ଓଡିଶା ପକ୍ଷରୁ ନିଶ୍ଚିନ୍ତକୋଇଲି ତହସିଲଦାର ମହୋଦୟା ଶ୍ରୀମତୀ ଦମୟନ୍ତୀ ସାହୁ ଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ସଂଗଠନ ର ରାଜ୍ୟ ସଭାପତି କୁଞ୍ଜ ବିହାରୀ ବେହେରା, ରାଜ୍ୟ ସମ୍ପାଦକ ଆଶିଷ କୁମାର ପତି
ରାଷ୍ଟ୍ରୀୟ ସମାଜସେବୀ ସଂଗଠନ ଓଡିଶା ପକ୍ଷରୁ ନିଶ୍ଚିନ୍ତକୋଇଲି ତହସିଲଦାର ମହୋଦୟା ଶ୍ରୀମତୀ ଦମୟନ୍ତୀ ସାହୁ ଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ସଂଗଠନ ର ରାଜ୍ୟ ସଭାପତି କୁଞ୍ଜ ବିହାରୀ ବେହେରା, ରାଜ୍ୟ ସମ୍ପାଦକ ଆଶିଷ କୁମାର ପତି

ଏଵଂ ରାଜ୍ୟ କୋଷାଧକ୍ଷ ଅବଦୁଲ ରଜାକ ଖାଁ, ସଭ୍ୟ / ସଭ୍ୟା ଅଶୋକ କୁମାର ସାହୁ, ସସ୍ମିତା ମାଝୀ, ବିଜୟଲକ୍ଷ୍ମୀ ନାୟକ, ବିଜୟଲକ୍ଷ୍ମୀ ଲେଙ୍କା, ମୋହନ ମୁରଲୀ ବାରିକ ପ୍ରମୁଖ
ଉତ୍ତରୀୟ ଏଵଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ , ଏହି ଅବସର ରେ
ତହସିଲଦାର ମହୋଦୟା ସଂଗଠନ ବିଷୟରେ ପଚାରି ବୁଝିଥିଲେ ଏଵଂ ସମସ୍ତ ସଭ୍ୟ/ ସଭ୍ୟା ମାନଙ୍କୁ ସମାଜସେବା କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ