April 25, 2026

ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠଚ଼କ୍ର

IMG-20250718-WA0062
Share

 

 

ବେଲଗୁଣ୍ଠା-:18/07/25-:ସ୍ଥାନୀୟ ବେଲଗୁଣ୍ଠା ସ୍ନାତକ ବିଦ୍ୟାଳୟ ରେ ଶିକ୍ଷାବିଭାଗ ତରଫରୁ ”ଶିକ୍ଷା ସମାଜ ବିଜ୍ଞାନ ରଧାରଣା” ବିଷୟରେ ପାଠଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠ ଚ଼କ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଏବଂ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଓ ଅଧ୍ୟାପକ ଡ଼.ପ୍ରଫୁଲ କୁମାର ଜେନା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ବିଭାଗୀୟଅଧ୍ୟାପିକା ପିଙ୍କି ପାତ୍ର ଏହି ପାଠଚ଼କ୍ର କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।+3 ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀରଚ଼ନାବିଷୋୟୀ ସନ୍ଦର୍ଭ ପାଠକରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସରସ୍ ସୁନ୍ଦର କରିଥିଲେ ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ