April 3, 2025

ନୂତନ ଜ଼ିଲ୍ଲା ସଭା ପତିଙ୍କ ସୋମ୍ବର୍ଦ୍ଧନା ରେ ଜନ ସମୁଦ୍ର ପାଲଟିଲା ଜୟ ପୁର ସହର

Share

ନୂତନ ଜ଼ିଲ୍ଲା ସଭା ପତିଙ୍କ ସୋମ୍ବର୍ଦ୍ଧନା ରେ ଜନ ସମୁଦ୍ର ପାଲଟିଲା ଜୟ ପୁର ସହର

କୋରାପୁଟ ଜ଼ିଲ୍ଲା ଜୟପୁର ସହରରେ ଆଜି ନବ ନିଯୁକ୍ତ ଜ଼ିଲ୍ଲା ସଭାପତି ଶ୍ରୀ ଦୁର୍ଗା ସଙ୍କର ସାହୁ ଙ୍କୁ ସ୍ୱାଗତ ସୋମ୍ବର୍ଦ୍ଧନା ଜ଼ିଲ୍ଲା ର ସକ୍ରିୟ କର୍ମୀ ଓ ନେତା ଙ୍କ ଦ୍ୱାରା କରାଯାଇଛି. ଏହି ଅବସର ରେ ବାର୍ନିପୁଟ ଠାରୁ ଏକ ବିଶାଳ ରାଲି ରେ ଜୟ ନଗର ସ୍ଥିତ ଲେକ ପାଲେସ କୁ ଅଣା ଯାଇଥିଲା. ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା. ଦଳ ର ସଂଘ ଠନ କୁ ମଜଭୁତ କରିବା. ଜ଼ିଲ୍ଲା ସ୍ତରୀୟ ବୈଠକ ପ୍ରତି ବ୍ଲକ. ମୁନସି ପାଲଟି ରେ କରିବା. ସହ ସମସ୍ତ କର୍ମୀ ଙ୍କ ସହ ଯୋଗ ଯୋଗ କିପରି ରହିବ ସେଥି ପ୍ରତି ଧ୍ୟାନ ଦେବା. ସ୍ଥାନୀୟ ବିଧାୟକ ଏବଂ ସାଂସଦ ଙ୍କ ସମେତ କେନ୍ଦ୍ର. ରାଜ୍ୟ ଓ ଜ଼ିଲ୍ଲା ର ସମସ୍ତ ନେତୃଵର୍ଗ ଆମେ ଏକ ରହିଛୁ. ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହବାକୁ ହଵ. ରଣନୀତି କରିବାକୁ ହଵ ବୋଲି ଉପସ୍ଥିତ କର୍ମୀଙ୍କୁ ମଞ୍ଚସ୍ତ ନେତା ମାନେ ପରାମର୍ଶ ଦେଇ ଥିବା ଜଣା ଯାଇଛି.ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ସଙ୍କର ଉଲକା. ପୂର୍ବ ତନ ବିଧାୟକ ଶ୍ରୀ ନିମାଇଁ ଚରଣ ସରକାର. ଶ୍ରୀ ରାମ ଚନ୍ଦ୍ର କାଡ଼ାମ. ବିରେନ ମୋହନ ପଟ୍ଟନାୟକ. ଅଜିତ ସାହୁ. ରମା କାନ୍ତ ବିଶୋଇ. ଦେବୀ ପ୍ରସାଦ ନାୟକ. ଅଜିତସାମନ୍ତରାୟ. ଟୁନା ପଟ୍ଟନାୟକ. ରାମ ପ୍ରସାଦ ପାଢ଼ୀ. ଅର୍ଜୁନ ବାଙ୍କା. ଚଞ୍ଚଳ କୁମାର ଗୁଜୁରାଲ. ଙ୍କ ସମେତ ଜ଼ିଲ୍ଲା ର ସମସ୍ତ ବ୍ଲକ. ଏନ ଏ ସି ଓ ମୁନସି ପାଲଟି ର ହଜାର ହଜାର କର୍ମୀ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I