March 7, 2026

Day: May 18, 2025

ମାଁ ବ୍ରାହ୍ମଣ ଦେବୀଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ 

  ବେଲଗୁଣ୍ଠା -୧୮/୫-ବେଲଗୁଣ୍ଠା ସହରରେ ଚାଲିଥିବା ଦ୍ଵିବାର୍ଷିକ ଯାତ୍ରା ଅବସରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମହୋଦୟା...

ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତାର ଶିଳାନ୍ୟାସ କରାଯାଇଛି

ପୁରୀଜିଲ୍ଲା ପୁରୀସଦର ବାଲିଘାଇ ଛଇତନା ଆରଡ଼ି ରାସ୍ତା ନିକଟରୁ ଗଈଣ୍ଡଳ ପର୍ଯ୍ୟନ୍ତ ନୂତନ ରାସ୍ତାର ଶିଳାନ୍ୟାସ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଛଇତନା ସରପଞ୍ଚ ରୀନା...

ମୋ ଘରେ କେହିନଥିବା ସମୟରେ ମୋ ଜମିରେ ହଳ ବୁଲାଇଲା ସୁରେନ୍ଦ୍ର ପାଇକରାୟ l

    ପୁରୀ ସଦର ବାଲିପୁଟ ଗ୍ରାମପଞ୍ଚାୟତର ମନୋରମା ପଣ୍ଡା ଚୂନଡିହ ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କ ଠାରୁ ଜମାରସୁଆଁ ମୌଜାରେ ୧୦୭୯ ପ୍ଲଟ ୪୪ଡ଼ିସିମିଲର ଜମି କିଣିଥିଲେ...

ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍‌, ୩ ଯାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି..

      ଗଜପତି ୧୮/୦୫: ପାହାଡରେ ପିଟିହେଲା ଯାତ୍ରୀବାହୀ ବସ୍‌। ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।...

କୋଭିଡ୍‌ ଆଳରେ ୫ ବର୍ଷ ହେଲା ବନ୍ଦ: ଭକ୍ତଙ୍କ ପାଇଁ ଖୋଲୁନି ଶ୍ରୀଗୁଣ୍ଡିଚା ମନ୍ଦିର, ରୋହିଣୀ କୁଣ୍ଡରେ ବି ତାଲା..

  ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର। ମହାପ୍ରଭୁଙ୍କ ବାଲ୍ୟକାଳର ଲୀଳାଭୂମି। ଏଣୁ କେବଳ ରଥଯାତ୍ରା ବେଳେ ନୁହେଁ, ବରଂ ପ୍ରତ୍ୟେକ ଦିନ ଏହାକୁ ଦେଖିବା ପାଇଁ ପ୍ରତ୍ୟେକ...

ଯଖଲା ମହାବୀର ମନ୍ଦିର ରାସ୍ତା ପାଲଟିଛି ମରଣଯନ୍ତା 

ବୋଲଗଡ,୧୮/୦୫(ଉପାନ୍ତ ଖବର): ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମପଞ୍ଚାୟତ  ଅନ୍ତର୍ଗତ  ଗବଡିହ  ସ୍ଥିତ ଯଖଲା ମହାବୀର ମନ୍ଦିର ରାସ୍ତା ଦୀର୍ଘବର୍ଷ ଧରି  ମରଣଯନ୍ତା  ପାଲଟିରହିଅଛି l ଶାସନ ଗ୍ରାମ...

ଆଜିର ରାଶିଫଳ..

  *✧═════•❁❀❁•═════✧* *ମେଷ : 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ...

ପାଣି କିଣି ପିଉଛୁ, ହାତ ଯୋଡ଼ି ନିବେଦନ କରୁଛୁ; ସମସ୍ୟା ସମାଧାନ କରିବାକୁ ସରକାରଙ୍କୁ ନିବେଦନ କଲେ ଚଞ୍ଚଡ଼ାପଲ୍ଲୀ ଗ୍ରାମବାସୀ..

      ମୋହନା, ୧୭/୫(ଆପ୍ର): ପ୍ରଚଣ୍ଡ ରୌଦ୍ର ତାପରେ ଆଉଟୁ ପାଉଟୁ ହେଉଛନ୍ତି ଲୋକ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଉତ୍କଟ ହେବାରେ...

ୟୁଟ୍ୟୁବର ନୁହେଁ ପାକିସ୍ତାନୀ ଗୁପ୍ତଚର, ଜ୍ୟୋତି ମାଲହୋତ୍ରା ଗିରଫ..

  ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ, ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ମୋଟ ୬ ଜଣ...