April 24, 2026

ବର୍ତ୍ତମାନ,ଗୃହ ଜନଗଣନା, ୨୦୨୭ ଫେବୃଆରୀ ରେ ଲୋକ ସଂଖ୍ୟା ଜନ ଗଣନା

IMG-20260418-WA0043
Share

 

ଅସ୍ତରଙ୍ଗ,,ଭାରତୀୟ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ ଅନୁଯାୟୀ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଗୃହ ଜନଗଣନା କାର୍ଯ୍ୟ ଆରମ୍ଭ ହୋଉଛି । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ତହସିଲ ଅଧିନରେ ଥିବା ରାଜସ୍ବ ଗ୍ରାମ ଗୁଡ଼ିକ ରେ ଘର ଗଣନା କାର୍ଯ୍ୟ ପାଇଁ ୨୧ ଟି ସୂପର ଭାଇଜର ଗ୍ରୁପ୍ କରା ଯାଇଥିବା ବେଳେ, ଅସ୍ତରଙ୍ଗ ତାହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଉକ୍ତ ଗଣନା କାର୍ଯ୍ୟକ୍ରମ ର ଇନଚାର୍ଜ ରହିଛନ୍ତି । ଗୃହ ଗଣନା ସରିଗଲା ପରେ ଆସନ୍ତା ବର୍ଷ ୨୦୨୭ ଫେବୃଆରୀ ମାସ ଠାରୁ ଲୋକସଂଖ୍ୟା ଜନଗଣନା କରାଯିବ ବୋଲି ଅସ୍ତରଙ୍ଗ ତହସିଲ ଅଧୀନ ସର୍କଲ ୧୨ ର ସୂପରଭାଇଯର ସନ୍ତୋଷ କୁମାର ଓଝା ଓ ଗୃହ ଗଣନା କାରି ଜୟକୃଷ୍ଣ କର ପ୍ରକାଶ କରିଛନ୍ତି ।

You may have missed