June 12, 2026

୭୯ତମ ସ୍ୱାଧୀନତା ଦିବସ ଷ୍ଟେସନ ଟ୍ୟାକ୍ସି ଚାଳକ ଆସୋସିଏସନ ପକ୍ଷରୁ ଧୂମଧାମର ସହିତ ପାଳନ କରାଯାଇଛି l

IMG-20250817-WA0013
Share

୭୯ତମ ସ୍ୱାଧୀନତା ଦିବସ ପୁରୀ ଷ୍ଟେସନ ଟ୍ୟାକ୍ସି ଚାଳକ ସଂଘ ପକ୍ଷରୁ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥିଭାବେ ରାଜ୍ୟ ଅଲମ୍ପିକ କୋଷାଧକ୍ଷ ରବିନାରାୟଣ ପ୍ରତିହାରୀ, ଭଗବାନ ମହାସୁଆରଙ୍କ ସହିତ ପୁରୀ ରେଲୱେ ଷ୍ଟେସନ ଜିଆରପି ଥାନାର ସମସ୍ତ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ ସହିତ ବିଭିନ୍ନ ସଂଗଠନ କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସମ୍ପାଦକ ସୋମନାଥ ସାହୁଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିବା ସହିତ ମିଠାଇ ବଣ୍ଟନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ