June 15, 2026

ଉମରକୋଟ ରେ ପଶ୍ଚିମ ବଙ୍ଗ ରେ ଡକ୍ଟର ଛାତ୍ରୀ ମାମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦ ରେ କେଣ୍ଡଲ ଯାତ୍ରା ଅନୁଷ୍ଠିତ…….. 

IMG-20240817-WA0036
Share

ଉମରକୋଟ:-୧୭/୦୮/୨୦୨୫

(ଏମ୍.ଦିନା°ଶୁ ଆଚାରୀ) ପଶ୍ଚିମ ବଙ୍ଗରେ ଅଧ୍ଯୟନରତ ଡlକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା କାଣ୍ଡର ପ୍ରତିବାଦରେ ଉମରକୋଟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ତାଙ୍କର ଆତ୍ମାକୁ ନ୍ୟାୟ ଦେବାପାଇଁ ମହିଳାମାନେ ପାଟିରେ କଳା କପଡା ବାନ୍ଧି ଏକ ଘଣ୍ଟା ନୀରବ ପ୍ରତିବାଦ କରିଥିଲେ lଏହା ପରେ ପରେ ସଂନ୍ଧ୍ଯାରେ ଏକ କ୍ୟାଣ୍ଡେଲ ଶୋଭଯାତ୍ରା କରି ପଶ୍ଚିମ ବଙ୍ଗ ମମତା ବାନାର୍ଜୀ ସରକାର ବିରୋଧରେ ନାରା ଦେବା ସହ ପଶ୍ଚିମ ବଙ୍ଗ ସରକାର କୁ ବରଖାସ୍ତ କରିବା ପାଇଁ ଦାବି କରିଥିଲେ l ଏଥିରେ ମହିଳା ମୋର୍ଚ୍ଚା ର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ମନ୍ଦିରା ନାୟକ ଓ ପୌରପରିଷଦ ସଦସ୍ୟା ଶ୍ରୀମତୀ କନକଲତା ନାୟକ ଙ୍କ ସହ ବହୁ ଭାରତୀୟ ଜନତା ପାର୍ଟିର ମହିଳା କର୍ମୀ ଯୋଗଦେଇଥିଲେ ।

You may have missed