April 24, 2026

ବିଧାୟକଙ୍କ ଜନ୍ମ ଦିବସ ଅବସରରେ ବୃକ୍ଷରୋପଣ

IMG-20250717-WA0047
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରାର ଲୋକପ୍ରିୟ ବିଧାୟକ ନିହାରରଞ୍ଜନ ମହାନନ୍ଦଙ୍କ ଜନ୍ମ ଦିନ ଅବସରରେ ଆଜି ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ଲଚିଦା ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆ,ହିର୍ଲିପାଲି ପଂଚାୟତର ସମିିତିସଭ୍ୟ ବିଦ୍ୟାଧର ପ୍ରଧାନ, ଉସମାନ ଖାନ,ମନୋଜ ସୁପକାର,ଭରତ ସାହୁ,ବିଦ୍ୟାଳୟର ଛାତ୍ରଛାତ୍ରୀ ,ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାରର ଚାରାରୋପଣ କରିଥିଲେ |

You may have missed