ସଂକ୍ରିଡା ରାଜୀବ ଭବନ ଠାରେ ବିକାଶ ବାହନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଜି ମଂଗଲବାର ମଧ୍ଧାହ୍ନ ୧୨ଟାରେ ଅତାବିରା ନିର୍ବାଚନ ମଣ୍ଡଲୀ ଅଧିନ ଭେଡେନ ବ୍ଲକ ସଂକ୍ରିଡା ରାଜୀବ ଭବନ ଠାରେ କେନ୍ଦ୍ର ସରକାରକଂ ୧୧ ବର୍ଷ ଓ ରାଜ୍ୟ ସରକାରକଂ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଭେଡେନ ବ୍ଲକ ର ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରତୀଶ ଦୋରା,ସରପଂଚ ଜୟନ୍ତି ସେଟ,ସମିତି ସଭ୍ୟ ଚାଷୀଗିରି ନଇ,ଜିପିଓ ,ସଂକ୍ରିଡା ମଣ୍ଡଲ ସଭାପତି ଖିରେଶ ମହାକୁର,ପୂର୍ବତନ ମଣ୍ଡଲ ସଭାପତି ଭୀମସେନ ମଲ୍ଲିକ,ପପଂଗା ମଣ୍ଡଲ ସଭାପତି ଧନେଶ୍ବର ପାଢୀ ପ୍ରମୁଖ ଯୋଗଦେଇ |ପଂଚାୟତର କେତେକ ହିତାଧିକାରୀ ମାନକୁଂ ବିଭିନ୍ନ ପ୍ରକାର ର ଭତ୍ତା ବଣ୍ଟନ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରକଂ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ