April 25, 2026

ଧାନବିକ୍ରୀ ସମସ୍ୟାର ସମାଧାନ ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଅତାବିରା ବିଜେପି ପ୍ରତିନିଧି ମଣ୍ଡଳ 

IMG-20250617-WA0054
Share

 

 

ସୁରେନ୍ଦ୍ର କଠାର ,ବରଗଡ

 

ଅଞ୍ଚଳର ଚାଷୀ ମାନଙ୍କ ଧାନ ବିକ୍ରି ସମସ୍ୟା କୁ ଉପଲବ୍ଧି କରି ଆଜି ଭାରତୀୟ ଜନଟା ପାର୍ଟି ଅତାବିରା ଏକ ପ୍ରତିନିଧି ମଣ୍ଡଳ ରାଜ୍ୟସରକାର ଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଏବଂ ସମ୍ବଳପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କୁ ଭେଟି ଶୀଘ୍ର ଧାନ ମାର୍କେଟ ରୁ ଧାନ ଉଠାଇବା ପାଇଁ ଏବଂ ଧାନ ବିକ୍ରି ନହେବା ପର୍ଯ୍ୟନ୍ତ ଯେମିତି ଟୋକାନ ବଲବତ୍ତର ରହିବ ସେ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ରବୀନ୍ଦ୍ର ନାୟକ, ବରିଷ୍ଟ ବିକେପି ନେତା ଡ଼: ଅଜୟ କୁମାର ମିଶ୍ର,ପୂର୍ବତନ ମଣ୍ଡଳ ସଭାପତି ଅରୁଣ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ପ୍ରତାପ ଗର୍ତିଆ ଓ ପୂର୍ବତନ ମଣ୍ଡଲ ସଭାପତି ଶିବ ପ୍ରଧାନ, ବରିଷ୍ଟ ବିଜେପି ନେତା ସୁଶାନ୍ତ ସତପଥୀ ଓ ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ୱାଇଁ ଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ ଖୁବ ଶ୍ରୀଘ୍ର ଧାନ ବିକ୍ରୀ ସମସ୍ୟାର ସମାଧାନ କରିବା ପାଇଁ |