November 23, 2024
Share

 

୧-କଲବଲ କରୁଛି ତାତି.. ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ, ତାତି ବଢିବା ସହ ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

୨-ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ଵିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ।

୩-ବାରିପଦା:ପୋଖରୀରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ।

୪-ପୁରୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ, ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା।

୫-ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ, ସମ୍ବଲପୁର ଓ ଖୋର୍ଦ୍ଧା ଅଂଚଳର ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ।

୬-ସମ୍ବଲପୁର:ଦେଶୀ ବନ୍ଧୁକ ତିଆରି କାରାଖାନା ଉପରେ ଚଢ଼ାଉ,୨୨ ବନ୍ଧୁକ ଜବତ୍ ଓ ୩ ଗିରଫ।

୭-ଆସିଲା ବିଜେପିର ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା, ରାଉରକେଲାରୁ ଦିଲ୍ଲୀପ ରାୟ।

୮-ବଦଳିଲା ରଣପୁର ବିଜେପି ଟିକେଟ୍, ପୁଣି ପ୍ରାର୍ଥୀ ହେଲେ ସୁରମା ପାଢ଼ି।

୯-କେନ୍ଦ୍ରାପଡ଼ା: ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ, ବଜ୍ରପାତ ନେଲା ୫ ଜୀବନ।

୧୦-ବାସୁଦେବପୁର: ଭୟାବହ ଅଗ୍ନିକାଣ୍ଡ,୩ ପରିବାରର ଜଳିଗଲା ୧୨ ବଖରା ଘର।

୧୧-ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ,ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।

୧୨-କେନ୍ଦୁଝର: କିନ୍ନରକୁ ଚାପି ବାଇକ୍ ଉପରେ ଚଢ଼ିଗଲା ଟ୍ରକ,୨ ମୃତ,ଜଣେ ଗୁରୁତର।

୧୩-ଭୁବନେଶ୍ୱର:ଭଲ ହେଲା ବହିସ୍କାର କଲେ,ଏଥର ପୁଅ ପାଇଁ ପ୍ରଚାର କରିବି:ସୁର ରାଉତରାୟ।

୧୪-ବ୍ରହ୍ମପୁର:ଗାଁଠୁ ଖରାପ ମହାନଗର ସ୍ଥିତି; ନାଳରେ କୁଢ଼ କୁଢ଼ ଅଳିଆ, ଗନ୍ଧରେ ଫାଟୁଛି ସାରା ସହର।

୧୫-ଛତିଶଗଡ଼:ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୮ ନକ୍ସଲ ନିହତ, ମୃତକ ମଧ୍ୟରେ ଜଣେ ଟପ୍ କ୍ୟାଡର ମାଓନେତା ଥିବା ସୂଚନା।

୧୬-ଝେଲମ ନଦୀରେ ଡଙ୍ଗା ବୁଡି ଘଟଣା, ୪ ଶିଶୁ ସମେତ ୬ ମୃତ।

୧୭-ନୂଆଦିଲ୍ଲୀ: ତୃତୀୟ ବୃହତ୍ ଅର୍ଥନୀତି ହେଲେ ମଧ୍ୟ ଭାରତ ଗରୀବ ରହିବ:ଡି. ସୁବାରାଓ।

୧୮-IPL:ଏକା ଲଢିଲେ ବଟଲର, କୋଲକାତା ମୁହଁରୁ ଛଡ଼ାଇ ଆଣିଲେ ବିଜୟ; ଖେଳିଲେ ଶତକୀୟ ଇନିଂସ ।

୧୯-ଆନ୍ଧ୍ରପ୍ରଦେଶ ସରକାର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ।

୨୦-ପ୍ରଧାନମନ୍ତ୍ରୀ ଯିବେ ଅଗରତାଲା, ତ୍ରିପୁରା ପଶ୍ଚିମ ଆସନ ପାଇଁ ପ୍ରଚାର ଜୋରଦାର।

୨୧-ଏବେ ଏକ୍ସ ବା ଟ୍ୱିଟରରେ ଲାଇକ୍‌ ଏବଂ ରିପ୍ଲାଏ ପାଇଁ ଦେବାକୁ ହେବ ଟଙ୍କା।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏