April 29, 2026

ମିଡିଆ ସଂଯୋଜକ ଓ ଉପ ସଭାପତି ପଦ ରୁ ଇସ୍ତଫା ଦେଲେ ଲଳିତ ସେଠୀ…….

b8
Share

 

ଉମରକୋଟ – ନବରଙ୍ଗପୁର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପ – ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଉମରକୋଟ ର ଲଳିତ ସେଠୀ । ତେବେ ଶ୍ରୀ ସେଠୀ ନିଜ ଇସ୍ଥାଫ। ପତ୍ର ରେ ନବରଙ୍ଗପୁର ଜିଲ୍ଲା ବିଜେଡି ଦଳ ସଭାପତି ତଥା ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ନିତି ଆଦର୍ଶ ରେ ଜଣେ ଶୃଙ୍ଖଳିତ କର୍ମୀ ରୂପେ କାମ କରିବି ମୋର କୌଣସି ପଦ ପଦବୀର ମୋର ଆବଶ୍ୟକତା ନାହିଁ ବୋଲି ଶ୍ରୀ ସେଠୀ ନିଜ ଇସ୍ଥଫା ପତ୍ର ରେ ଉଲ୍ଲେଖ କରି ଚନ୍ତି। ସେ ଇସ୍ଥାଫା ପତ୍ର ଜିଲ୍ଲା ଛାତ୍ର। ବିଜେଡି ସଭାପତି ସୁଧାଂଶୁ ଦାସ ଓ ରାଜ୍ୟ ନେତ୍ରୁ ବର୍ଗଙ୍କୁ ପ୍ରେରଣ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଏହିକି ଯେ ଶ୍ରୀ ଲଲିତ ସେଠୀ ବିଜେଡି ର ସୋସିଆଲ ମିଡିଆରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed