April 25, 2026

କାଳୀକୃଷ୍ଣ ସଂଘ ପକ୍ଷରୁ ଶୀତ ବସ୍ତ୍ରବଣ୍ଟନ

hjgyjufu
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ କୁସୁମି ପଞ୍ଚାୟତ ମୁଣ୍ଡିପଦର ଗ୍ରାମ ଠାରେ ଆଜି ସତ୍ୟାନନ୍ଦ ସରସ୍ଵତୀ ଙ୍କ ଦ୍ଵାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ ତରଫରୁ 100ରୁ ଉର୍ଦ୍ଧ ଗରିବ ବୃଦ୍ଧା ଅସହାୟ ମାନଙ୍କୁ ଶୀତ ବସ୍ତ୍ର , ଅର୍ଥ ବଣ୍ଟନ,ସହ ଅର୍ଣ ପ୍ରସାଦ ପ୍ରଦାନ କରାଯାଇ ଥିଲା। ବର୍ତ୍ତମାନ ର କଳିକୃଷ୍ଣ ସଂଘ ର ମୁଖ୍ୟ ପରିଚାଳକ ଶ୍ରୀ ଜଗଦାନନ୍ଦ ଜୀ ଶାବର ଶ୍ରୀକ୍ଷେତ୍ର ର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତ କାର୍ଯ୍ୟ କର୍ମ ଆୟଜନ କରାଇ ଥିଲେ ଏବଂ ଆଧ୍ୟାତ୍ମିକ ବାର୍ତ୍ତା ସମସ୍ତ ଜନସାଧାରଣ ଙ୍କ ପାଖକୁ ପହଞ୍ଚାଇ ଥିଲେ । ଏହା ଦ୍ବାରା ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I