June 21, 2026

ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବ 

IMG-20240916-WA0021
Share

 

ସମ୍ବଲପୁର: ନୂଆଖାଇ ଭେଟଘାଟ ଅବସରରେ ଶ୍ରୀ ଅଶୋକ ମହାରଣା, ହୀରାକୁଦଙ୍କ ପ୍ରଯୋଜନାରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ଥାନୀୟ ସୁଭାଷ ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ କାର୍ତ୍ତିକ କଲେତ, ବିଚାରପତି ଶ୍ରୀମତୀ ସବିତା ପାଣିଗ୍ରାହୀ ଓ ଶ୍ରୀ ଜ୍ଞାନେନ୍ଦ୍ରିୟ ଦାଶ ଅତିଥି ଭାବରେ ଯୋଗଦାନ କରିଥିଲେ । ଅତିଥିମାନେ କ, ଖ,ଗ ମୋଟ ତିନୋଟି ବିଭାଗରେ ୧୮ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସମସ୍ତ କାର୍ଯକ୍ରମ ଶ୍ରୀ ଅଶୋକ ମହାରଣାଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ, ଶ୍ରୀ ପ୍ରହଲ୍ଲାଦ ତାଣ୍ଡି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନିଶ ସହୁ ବିଘ୍ନ ପାଣିଗ୍ରାହୀ ସୁରେଶ ଭୋଇ ଶିବ କୁମାର ବିଭାର ରୀଙ୍କୁ ରାଉତ୍ ରାହୁଲ ପ୍ରସାଦ ସମସ୍ତେ କାର୍ଯ୍ୟ କ୍ରମ କୁ ସହୋଜୋଗ କରିଥିଲେ l