କୋଷଗୁମୁଡା ଠାରୁ ଛତିଶଗଡ଼ କୁ ସଂଯୋଗ କରୁଥିବା ରାସ୍ତା ଠୋପ

କୋଷଗୁମୁଡା (ଦୟାରମ ପନକା) ୩ ଦିନ ଲଗାଣ ବର୍ଷା ଯୋଗୁଁ କୋଷlଗୁମୁଡା ରୁ ଛତିଶଗଡ଼ ଯାଉଥିବା ରାସ୍ତା ବନ୍ଦ ପଡିଥିବା ସହ ବହୁତ ଗୁଡ଼ାଏ ଜମିରେ ବନ୍ୟା ଜଳ ଘେରି ରହିଥିବା ଦେଖିବାକୁ ମିଳିଛି। ମଝିଧନୁଆ ଗ୍ରାମ ପଞ୍ଚାୟତରେ ଥିବା ଚାରି ଗୋଟି ଗ୍ରାମ ଜଳ ବନ୍ଦିରେ ରହିଥିବାରୁ ଉକ୍ତ ଗ୍ରାମ ଗୁଡ଼ିରେ ବସବାସ କରୁଥିବା ଲୋକେ ବହୁ ସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l
ସରଳଧନୁଆ,ମୁଣ୍ଡିଧନୁଆ, ପିକଡଧନୁଆ,ମlଝିଧନୁଆ ଏବଂ ଅlଉଁଲି,ଏହା ଭିତରେ ଲୋକେ ଫସିକି ରହିବା ଦେଖିବାକୁ ମିଳିଛିlଗ୍ରାମବାସୀଙ୍କର କହିବା ଅନୁସାରେ ଲୋକଙ୍କର କୌଣସି କ୍ଷତିଗ୍ରସ୍ତ କିମ୍ବା କାହାରି ଘରଦ୍ଵାର କ୍ଷତି ହୋଇଥିବା ସୂଚନା ମିଳିନାହିଁ
କିନ୍ତୁ ଜମିରେ ବନ୍ୟାପାଣି ଜଳ ଆଉ ୨ ଦିନ ପର୍ଯ୍ୟନ୍ତ ବୁଡି ରହିଲେ ଚାଷଜମି ପ୍ରତି ବିପଦ ହେବl ସୂଚନା ଦେଇଥିବା
ଜଣାପଡିଛି (କୋଷlଗୁମୁରା ରୁ ଦୟାରlମ ପନକା ଙ୍କ ରିପୋର୍ଟ)
