ଜାଗର ମହତ୍ସବର ପ୍ରଥମ ସଂଧ୍ୟା

ବଡପଦର (ଉପାନ୍ତ ଖବର ମାନସ ରଞ୍ଜନ କର)ଗ୍ରାମରେ ଲୋକେଶ୍ଵର ଦେଵଙ୍କ ପୀଠରେ ଜାଗର ମହତ୍ସବର ପ୍ରଥମ ସଂଧ୍ଯାରେ ମୁଖ୍ୟଅତିଥିଭାବରେ ବିଜେପିର ରାଜ୍ୟ ଉପସଭାପତି ଜତିନି କୁମାର ମହାନ୍ତି, ସାନପଦର ସମିତି ସଭ୍ୟଦିଳିପିକୁମାର ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ପ୍ରତିନିଧି ରୁଦ୍ରନାରାୟଣବାହିନି ପତି, ଗୋପାଳପୁର ସମିତି ସଭ୍ୟ, ଶିଷିର କୁମାର ଛୁଆନସିଂହ, ସମାଜସେବି ଲକ୍ଷ୍ମୀପ୍ରୀୟ ପଣ୍ଡା,ଭୂଜନା କୁମାର ସାହୁ, ଶିଶିର କୁମାର ଆଚାର୍ଯ୍ୟ ୱ୍ବାର୍ଡମେମ୍ବର ଆକେଇସାହୁ, ଗିରିଷଚନ୍ଦ୍ର ପଟନାୟକ ଯୋଗଦେଇଥୀଲେ କମିଟିର ସଭାପତି ଜିତେନ୍ଦ୍ର ବଳିଆରସିଂହ,ଉପସଭାପତି ମନୋଜ କୁମାର ସେଠୀ, କାସିୟର ମିଟୁ ପ୍ରଧାନ, ଗୋବିନ୍ଦ ପ୍ରଧାନ, ସୁମନ୍ତ ପ୍ରଧାନ, ମୁନା ପ୍ରଧାନ,ସମିର ବଳିଆରସିଂହ,ଉପେନ୍ଦ୍ର ବଳବନ୍ତରାୟ, ପ୍ରସନ୍ନ ସାମନ୍ତରାୟ ଓ ସଂପାଦକ ଦିପକ କୁମାର ମିଶ୍ର ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଉତ୍ସାହର ସହିତ ପାଳନ କରିଥିଲେ
