April 25, 2026

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଣ୍ଡିବା ପଞ୍ଚାୟତ, ପରିସଲ୍ ପଞ୍ଚାୟତ ରେ ଗତକାଲି କେନ୍ଦ୍ର ସରକାରଙ୍କ ଚାଉଳ କାଟ

IMG-20230216-WA0026
Share

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଣ୍ଡିବା ପଞ୍ଚାୟତ, ପରିସଲ୍ ପଞ୍ଚାୟତ ରେ ଗତକାଲି କେନ୍ଦ୍ର ସରକାରଙ୍କ ଚାଉଳ କାଟ ନିତିକୁ ତିବ୍ର ନିନ୍ଦା କରି ସତାଧିକ ବିଜେଡ଼ି କର୍ମୀ ଆନ୍ଦୋଳନ କରିଛନ୍ତି ।ଉକ୍ତ ଆନ୍ଦୋଳନ ରେ ସ୍ଥାନୀୟ ଦୁଇ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ପ୍ରତ୍ୟେକ ୱ।ଡ଼ମେମ୍ବର, ସ୍ଥାନୀୟ ଜନସାଧାରଣ ତଥା ମୋହନା ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ସମାଜ ସେବୀ ତଥା ଜନନାୟକ ଜଗବନ୍ଧୁ ଦାସ ଉପସ୍ଥିତ ଥିଲେ ।ଆନ୍ଦୋଳନ ର ମୂଖ୍ୟ ବିଷୟ ହେଲା କେନ୍ଦ୍ର ସରକାର ଙ୍କ ସବକା ସାଥ୍ ସବକା ବିକାଶ ର ଡିଣ୍ଡିମ ପିଟୁଥିବା ମାନ୍ୟବର କେନ୍ଦ୍ର ସରକାର ଏ ଗରିବ ଖଟିଖିଆ ମଜୁରିଆହିତାଧିକାରୀଙ୍କ ଚାଉଳ ଯୋଗାଣ ବନ୍ଦ କରି କଣ ଦର୍ଶାଇ ବାକୁ ଚାହୁଁଛନ୍ତି । ଯଦି ପେଟରେ ଲାତ ମାରି ସବକା ବିକାଶ ଚାହୁଁଛନ୍ତି ତା ହେଲେ ଧନ୍ୟବାଦ ସେ ସରକାରଙ୍କ ନିତିକୁ । ଆଛା ଦିନ୍ ଆଏଗା ନାରା ପିଟୁ ଥିବା କେନ୍ଦ୍ରସରକାର ଙ୍କ ଏ କଣ ଆଛାଦିନ୍ ଭୋକିଲା ଲୋକଙ୍କ ଚାଉଳ ବନ୍ଦ୍ କରି ଯଦି ଏହା ଠିକ୍ ତା ହେଲେ ଧନ୍ୟବାଦ ସେ ସରକାରଙ୍କ ନିତିକୁ । ଯେତେବେଳେ ହକି ବିଶ୍ୱକପ ଭଳି ରାଜ୍ୟ ରେ ଆୟ୍ଯଜିତ କରାଗଲା ରାଜ୍ୟରେ, କରୋନା ଭଳି ମହାମାରୀ ରୋଗକୁ ଆମ ରାଜ୍ୟ କୁ ଓଡିଶା ସରକାର ଯେଭଳି ଭାବରେ କଣ୍ଟ୍ରୋଲ କରି ସୁଚାରୁରୂପେ ପରିଚାଳନା କରିଥିଲେ ସେତେବେଳେ ଏ କେନ୍ଦ୍ର ସରକାର ପ୍ରଶଂସା ରେ ପୋତି ପକାଉଥିଲେ କିନ୍ତୁ ଆଜି କାହିଁକି ଏ ଟାଳଟୁଳ ନିତି ?????????,କେନ୍ଦ୍ର ସରକାର ଏ ରାଜ୍ୟ ର ଲୋକଙ୍କ ଚାଉଳ ବନ୍ଦ୍ କରିବା କେତେଦୂର ଯଥାର୍ଥ ଆପଣ ମାନେ ଚିନ୍ତା କରନ୍ତୁ ,,,,,,???????