June 21, 2026

ଘୁମର ଓ ବିବେୟା ରେ ଉଦଯାପିତ ହେଲା ପଞ୍ଚାୟତ ସ୍ତରୀୟ ପରବ 2024 

IMG-20241115-WA0086
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବୋବେୟା ଓ ଘୁମର ପଞ୍ଚାୟତ ରେ ଉଦ ଯାପିତ ହେଲା ପରବ 2024. ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କମଳା ଭତରା ଏବଂ ବନିତା ମାଝୀ. ଯୋଗ ଦେଇ ପରବ ଉଦେଶ୍ୟ ବିଷୟ ରେ ଆଲୋକ ପାତ କରି ଥିଲେ.ମଞ୍ଚ ଦୁଲୁକିଲା ଛାତ୍ରଛାତ୍ରୀ ଙ୍କ ନୃତ୍ୟ ରେ. ଫୁଫୁ ଗାଁ ସ୍ଥିତ ବିଦ୍ୟା ଳୟ ରେ କାର୍ଯ୍ୟ କ୍ରମ ହୋଇଥିଲା ବିଭିନ୍ନ ପ୍ରତି ଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତି ଯୋଗୀଙ୍କୁ ମାନ ପତ୍ର ସହ ପୁରସ୍କାର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଛି.ଆଜିର ଏହି ଉଦଯାପନି ଉତ୍ସବ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଜଗବନ୍ଧୁ ଗୌଡ଼ ଙ୍କ ସଭା ପତିତ୍ବ ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ସମିତି ସଭ୍ୟ ଜଗଦୀଶ ଭତରା. ନାଏବ ସରପଞ୍ଚ ସାବିତ୍ରୀ ସ୍ୱାଇଁ. ପୂର୍ବତନ ନାଏବ ସରପଞ୍ଚ ସଞ୍ଜୟ ବେହେରା. ସନ୍ତୋଷ ପଣ୍ଡା. ପ୍ରଶାନ୍ତ ମହାନ୍ତି. ପୁରନ ଧର ନାଇକ. ନନ୍ଦ ହରିଜନ. ମନୋଜ ସ୍ୱାଇଁ,ତୁଲାରାମ ତନ୍ତିଙ୍କ ସମେତ ଗଙ୍ଗାଧର ସ୍କୁଲ ର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଛାତ୍ର ଛାତ୍ରୀ ଏହି ଉଦ ଯାପନୀ ସମାରୋହ ରେ ଅଂଶ ଗ୍ରହଣ କରି ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା