August 30, 2026

ପାରିଖିତି ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଶିଶୁ ଦିବସ ପାଳିତ

IMG-20231115-WA0009
Share

ପାରିଖିତି ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଶିଶୁ ଦିବସ ପାଳିତ

ରାମନାଗୁଡା. ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏଥିରେ ପାରିଖିତି ଓ୍ବାର୍ଡମେମ୍ବର ରାମାରାଓ ମାଣ୍ଡାଙ୍ଗି, ଯାଞ୍ଚ କମିଟିର ସୁବାରାଓ ନିଶିକା,ସି ଏଚ୍ ଓ ସ୍ବାତୀ ତ୍ରିପାଠୀ,ଆଶାକର୍ମୀ ପେଦିନା ଉଷା, ଅଙ୍ଗନବାଡ଼ି କର୍ମୀ ପେଦିନା ବିମଳା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଜନ୍ମ ଠାରୁ ୫ବର୍ଷର ଶିଶୁ ଓ ଶିଶୁର ମା ମାନଙ୍କ ସହ କିଶୋର କିଶୋରୀ ମାନେ ଉପସ୍ଥିତ ଥିଲେ।ଏହାକୁ ଅଙ୍ଗନବାଡ଼ି କର୍ମୀ ପେଦିନା ବିମଳା ପରିଚାଳନା କରିଥିଲେ।

ରିପୋର୍ଟ ସଞ୍ଜିବ କୁମାର ଦାଶ