ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶ ପରିଷଦ କାର୍ଯ୍ୟାଳୟ ଠାରେ କୋଟପାଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ
ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶ ପରିଷଦ କାର୍ଯ୍ୟାଳୟ ଠାରେ କୋଟପାଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ
ସ୍ଥାନୀୟ ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶ ପରିଷଦ କାର୍ଯ୍ୟା ଳୟ ଠାରେ କୋଟପାଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଯାଇଛି.
ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି କୁ ନେଇ ଏକ ଜରୁରୀ ବୈଠକ ଆବାହକ ଶ୍ରୀ ଲଛମନ ପୂଜାରୀ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି. ଏହି କମିଟିରେ ସୁଧୀର ଚନ୍ଦ୍ର ମହାନ୍ତି ସଭାପତି. ଉପ ସଭା ପତି ଭାବରେ ପର୍ଶୁରାମ ମାଝୀ. ସମ୍ପାଦକ ଭାବରେ ଚନ୍ଦନ ଵାଗ. ଉପ ଦେଷ୍ଟା ଭାବରେ ଶ୍ରୀ ବାପୁନ ତ୍ରିପାଠୀ. ନୀଳକଣ୍ଠ ପୂଜାରୀ. ଏବଂ କମିଟି ର ସଭ୍ୟ ଭାବରେ କେ ରାଜ ଶେଖର ରାଓ. ଜୟନ୍ତ ପଟ୍ଟନାୟକ. ବାଳକୃଷ୍ଣ ମାଝୀ. ଗୁରୁନାଥ ହରିଜନ. ଙ୍କ ସମେତ ସତର ଗୋଟି ପଞ୍ଚାୟତ ଓ ସହର ର ତେର ଗୋଟି ୱାର୍ଡର ଯୁବକ ଙ୍କୁ ନେଇ ଉକ୍ତ କମିଟି ଗଠନ ହୋଇ ଥିବା ଜଣାଯାଇଛି. ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା. ସ୍ଥିନୀୟ ଶିକ୍ଷିତ ଯୁବକ ଯୁବତୀ ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି କିପରି ପାଇ ପାରିବେ ସେଥି ପ୍ରତି ଧ୍ୟାନ ଦେବା ହେଉଛି ଏହି କମିଟିର ମୂଳ ଲକ୍ଷ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରି ଥିବା ଜଣାଯାଇଛି.ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲାଣ. ସରପଞ୍ଚ ତ୍ରିନାଥ ମାଝୀ. ବଳ ଦେବ ସମରଥ. ପୂର୍ବତନ ସରପଞ୍ଚ ପ୍ରଫୁଲ ଦୁରୁଆ. ନରେନ୍ଦ୍ର ମାଝୀ. ଅର୍ଜୁନ ଭତ୍ରା. ରଞ୍ଜନ ମହୁରିଆ. ଭି. ସାମ୍ଭା ମୂର୍ଥୀ ଅଚାରୀ. ଗଙ୍ଗାଧର ଭତ୍ରା. ସୁରେନ୍ଦ୍ର ଗାଦବା ଙ୍କ ସମେତ ଶତାଧିକ ଜନ ପ୍ରତି ନିଧି ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବହୁ ବୁଦ୍ଧି ଜୀବି ଉପ ସ୍ଥିତ ରହି ନିଜ ନିଜର ସୁ ଚିନ୍ତିତ ମତ ସାବ୍ୟସ୍ତ କରି ଥିବାର ଜଣା ଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା