April 27, 2026

ଅବସରପ୍ରାପ୍ତ ସେନା କର୍ମଚାରୀ ସମାଜସେବୀ ଦୀପକ ଜେନାଙ୍କ ଦ୍ୱାରା ବୃକ୍ଷ ରୋପଣ l

IMG-20240915-WA0054
Share

 

ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ମାତାଲପୁର ଗ୍ରାମରେ ନଡ଼ିଆ ଗଛ ଲଗାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କୃଷ୍ଣପ୍ରସାଦ ବ୍ଲକର ଅବସରପ୍ରାପ୍ତ ସେନା କର୍ମଚାରୀ ଦୀପକ ଜେନା ଯୋଗଦାନ କରି ନାରିକେଳ ବୃକ୍ଷ ରୋପଣ କରିବା ସହିତ ଗ୍ରାମର ମୁଖ୍ୟ ବ୍ୟକ୍ତିମାନଙ୍କ ସହିତ ଏହି ଗଛ ବଢିବା ପର୍ଯ୍ୟନ୍ତ କିଭଳି ଦାୟିତ୍ୱ ନେବାକୁ ପଡିବ ଆଲୋଚନା କରିବା ସହିତ ଗ୍ରାମର ଗଣେଶ ମଣ୍ଡପ ରେ ପହଞ୍ଚି ଆଶୀର୍ବାଦ ନେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ