May 14, 2026

ଉମରକୋଟ ଝାଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ମହା ବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ପାଳନ …….…..

IMG-20250414-WA0069
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଝାଡ଼େଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଖଡୁରା ସମାଜର ଉମରକୋଟ ପେଣ୍ଠ ତରଫରୁ ଭକ୍ତ ବୃନ୍ଦଙ୍କୁ ପଣା ବଣ୍ଟନ କରାଯାଇଥିଲା l ପେଣ୍ଠର ସଭାପତି ସୁରେନ୍ଦ୍ର ନାୟକ, ସମ୍ପାଦକ ତ୍ରିପତି ମହାପାତ୍ର ଓ କାର୍ଯ୍ୟକାରୀ ସମ୍ପାଦକ ସନ୍ତୋଷ କୁମାର ନାୟକ ଙ୍କ ନେତୃତ୍ୱ ରେ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯଥା ଶିବ ପ୍ରସାଦ ସୁବୁଦ୍ଧି, ଧବଳେଶ୍ୱର ନାୟକ, ସୁନୀଲ ନାୟକ, ମିଟୁ ମହାପାତ୍ର, ରମେଶ ନାୟକ, ପ୍ରବୀର ସାହୁ, ପ୍ରଭାକର ମହାପାତ୍ର, ନାଗେଶ୍ୱର ନାୟକ, ସୁଧୀର ସାହୁ, ଅମୀୟ ସାହୁ, ପେଣ୍ଡରା ସାହୁ, କାହ୍ନl ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ କରାଇଥିଲେ l