March 8, 2026

ସାରଦା ଏକାଡେମୀ ରେ ପ୍ରତିଷ୍ଠା ହେବ, ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଏକାଡେମୀ ର 1989 ବ୍ୟାସାରଦା ଏକାଡେମୀ ରେ ପ୍ରତିଷ୍ଠା ହେବ, ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଏକାଡେମୀ ର 1989 ବ୍ୟାଚ ବନ୍ଧୁମିଳନ ରେ ମତପ୍ରକାଶ

WhatsApp Image 2025-12-14 at 7.58.15 PM
Share

ତିର୍ତ୍ତୋଲ ତା 14/12/2025 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ପ୍ରାଚୀନ ଶିକ୍ଷାନୁଷ୍ଠାନ ସାରଦା ଏକାଡେମୀ ର 1989 ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଗତ ରବିବାରଦିନ, ବିଭୂତିକ୍ଷେତ୍ର ବାବା ଗୋରେଖନାଥ ଙ୍କ ଏକ ମଣ୍ଡପରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ମା ସାରଳା ଓ ବାବା ଗୋରେଖନାଥ ଙ୍କ ନିକଟରେ ପୂଜାର୍ଚ୍ଚନା ସରିବା ପରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ମୁଖ୍ୟଅତିଥି ଭାବେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁ ନନା ) ଓ ସ୍ୱତନ୍ତ୍ର ଅତିଥି ଭାବେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ, ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏହି ଅଭିନଵ ପ୍ରୟାସ କୁ ଉଚ୍ଚପ୍ରଶଂସା କରିଥିଲେ l ତେବେ ଆସନ୍ତା ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସାରଦା ଏକାଡେମୀ ପରିସରରେ ସାରଳା ଦାସ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା l ଏଥିରେ ନିର୍ମଳେନ୍ଦୁ ସେନ, ନୃସିଂହ ଚରଣ ରାଉଳ, ଯୁଗଳ ଖୁଣ୍ଟିଆ, ଅରବିନ୍ଦ ଲେଙ୍କା, ପ୍ରଭାକର ସାହୁ, ନରେନ୍ଦ୍ର ବେହେରା, ଲିଙ୍ଗରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାରଣା, କ୍ରିଷ୍ଣା ମହାନ୍ତି, ଡ଼ଃ ସଙ୍ଗୀତl ପଣ୍ଡା, ସଙ୍ଗୀତ l ରାଉଳ, ରଶ୍ମିତା ସାହୁ, ସୁଜାତା ରାୟ, ମନୋରମା ସାହୁ, ବନ୍ଦନା ପଣ୍ଡା, ଦେବାଦ୍ୟୁତି ଦାସ, ଅରୁଣ ସାହୁ, ସୁକାନ୍ତ ମଲ୍ଲିକ ଓ ଲାଲା ଅରବିନ୍ଦ ରାୟ ପ୍ରମୁଖ ପଚାଶ ଜଣରୁ ଉର୍ଦ୍ଧ୍ୱ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜନିଜର ଛାତ୍ର ଜୀବନ ର ଅନୁଭବ ଓ ଅନୁଭୂତି କହିଲାବେଳେ ଭାବବିହ୍ଵଳ ହୋଇ ଉଠିଥିଲେ l ଶେଷରେ ନାଚଗୀତର ଆସର ରେ ସମସ୍ତେ ବିଭୋର ହୋଇ ଯାଇଥିଲେ lଚ ବନ୍ଧୁମିଳନ ରେ ମତପ୍ରକାଶ ଝଙ୍କଡ଼ ତା 14/12/2025 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ପ୍ରାଚୀନ ଶିକ୍ଷାନୁଷ୍ଠାନ ସାରଦା ଏକାଡେମୀ ର 1989 ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଗତ ରବିବାରଦିନ, ବିଭୂତିକ୍ଷେତ୍ର ବାବା ଗୋରେଖନାଥ ଙ୍କ ଏକ ମଣ୍ଡପରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ମା ସାରଳା ଓ ବାବା ଗୋରେଖନାଥ ଙ୍କ ନିକଟରେ ପୂଜାର୍ଚ୍ଚନା ସରିବା ପରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ମୁଖ୍ୟଅତିଥି ଭାବେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁ ନନା ) ଓ ସ୍ୱତନ୍ତ୍ର ଅତିଥି ଭାବେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ, ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏହି ଅଭିନଵ ପ୍ରୟାସ କୁ ଉଚ୍ଚପ୍ରଶଂସା କରିଥିଲେ l ତେବେ ଆସନ୍ତା ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସାରଦା ଏକାଡେମୀ ପରିସରରେ ସାରଳା ଦାସ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା l ଏଥିରେ ନିର୍ମଳେନ୍ଦୁ ସେନ, ନୃସିଂହ ଚରଣ ରାଉଳ, ଯୁଗଳ ଖୁଣ୍ଟିଆ, ଅରବିନ୍ଦ ଲେଙ୍କା, ପ୍ରଭାକର ସାହୁ, ନରେନ୍ଦ୍ର ବେହେରା, ଲିଙ୍ଗରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାରଣା, କ୍ରିଷ୍ଣା ମହାନ୍ତି, ଡ଼ଃ ସଙ୍ଗୀତl ପଣ୍ଡା, ସଙ୍ଗୀତ l ରାଉଳ, ରଶ୍ମିତା ସାହୁ, ସୁଜାତା ରାୟ, ମନୋରମା ସାହୁ, ବନ୍ଦନା ପଣ୍ଡା, ଦେବାଦ୍ୟୁତି ଦାସ, ଅରୁଣ ସାହୁ, ସୁକାନ୍ତ ମଲ୍ଲିକ ଓ ଲାଲା ଅରବିନ୍ଦ ରାୟ ପ୍ରମୁଖ ପଚାଶ ଜଣରୁ ଉର୍ଦ୍ଧ୍ୱ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜନିଜର ଛାତ୍ର ଜୀବନ ର ଅନୁଭବ ଓ ଅନୁଭୂତି କହିଲାବେଳେ ଭାବବିହ୍ଵଳ ହୋଇ ଉଠିଥିଲେ l ଶେଷରେ ନାଚଗୀତର ଆସର ରେ ସମସ୍ତେ ବିଭୋର ହୋଇ ଯାଇଥିଲେ l