April 24, 2026
IMG-20251114-WA0032
Share

 

 

ଆଜି ତା ୧୪/୧୧ରିଖ ପୁରୀ ଠାରେ ଶ୍ରୀ ଜଗନ୍ନାଥ ହାର୍ଟଫାଉଣ୍ଡେସନ ଏବଂ କୋରୋନା ରିମେଡିଜ୍ ର ମିଳିତ ଆନୁକୂଲ୍ୟରେ ମଧୂମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଏ ଚାଲିଥିଲା ଏବଂ ସେଠାରେ ଏକ ସଭାରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଅଶୋକ ପରିଡ଼ା, ଡାକ୍ତର ହରି ବଲ୍ଲଭ ମହାପାତ୍ର,ଡାକ୍ତର ଶାନ୍ତୁନ ଜେନା, ଡାକ୍ତର ଗିରିଶ ବେହେରା, ଡାକ୍ତର ଗୋପାଳ ପତି ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ୍ ସିଂହ ଏବଂ ସମାଜସେବୀ ଗୈ।ରହରୀ ପ୍ରଧାନ , ଶକ୍ତି ନାୟକ,କାବା ମହାପାତ୍ର, ସଂଗ୍ରାମ କାନୁନଗୋ, ବିଶ୍ବନାଥ ପଣ୍ଡା ଏବଂ ଶ୍ଯାମପ୍ରକାଶ ସେନାପତି ଯୋଗଦେଇ ମଧୁମେହ ଭୟାବହତା ଉପରେ ଆଲୋକପାତ କରିଥିଲେ…ଏହି ସଭାକାର୍ଯ୍ୟକୁ ମାନସ ନାୟକ ଏବଂ କୋରୋନା ରିମେଡିଜ୍ ର ଗୋବିନ୍ଦ୍ ଦାଶ ପରିଚାଳନା କରିଥିଲେ |

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ