April 27, 2026

ବିରିତୋଳ ରେ ଶିଶୁଦିବସ ପାଳିତ …

IMG-20251114-WA0031
Share

ତିର୍ତ୍ତୋଲ ତା 14/11/2025 ତିର୍ତ୍ତୋଲ ବ୍ଲକ ବିରିତୋଳ ସ୍ଥିତ ଡାଇନାମିକ କୋଚିଙ୍ଗ ସେଣ୍ଟର ରେ, ଗତ ଶୁକ୍ରବାର ଦିନ ପୂର୍ବାହ୍ନରେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ମନୋଜ କୁମାର ବେହେରା ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଶିଶୁଦିବସ ଉତ୍ସବ ପାଳିତ ହୋଇ ଯାଇଅଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ମୁଖ୍ୟଅତିଥି ଭାବେ ଓ ପ୍ରଶାନ୍ତ ଦାଶ, ପ୍ରସନ୍ନ କୁମାର ବ୍ରହ୍ମ, ପ୍ରଶାନ୍ତ କୁମାର ବେହେରା, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ, ଶିଶୁଦିବସ ର ମହତ୍ତ୍ୱ, ବିଶେଶ୍ୱତ ଉପରେ ତଥ୍ୟ ସମ୍ବଳିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ଅବସରରେ ବକ୍ତୃତା ପ୍ରତିଯୋଗିତା ରେ ଶୁଭମ ସେଠି, ଅଭିଷେକ ସେଠି, ପ୍ରକାଶ ସେଠି, ସୌମ୍ୟଶ୍ରୀ ଜେନା, ତପସ୍ୱିନୀ ବେହେରା, ଗାୟତ୍ରୀ ମିଶ୍ର, ଆଲିସl ପ୍ରିୟଦର୍ଶିନୀ ବିଶ୍ୱାଳ, ସାଇଶ୍ରୀ ସାହୁ, ଶୁଭସ୍ମିତା ବେହେରା ଓ ସ୍ୱାଧୀନ ବେହେରା ପ୍ରମୁଖ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି, ପୁରସ୍କୃତ ଓ ସମ୍ମାନିତ ହୋଇଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର