September 13, 2026

IPAF ଦ୍ୱାରା ପୁରୀ ରେ ଆନ୍ତର୍ଜାତୀୟ କଳା ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l

IMG-20240914-WA0014
Share

IPAF ର ନିର୍ଦେଶିକା ଖୁସି ଙ୍କ ତତ୍ୱାବଧାନ ରେ ପୁରୀ ପୌରସଦନ ପରିସରରେ ଦୀର୍ଘ ତିନିବର୍ଷ ହେବ ଆନ୍ତର୍ଜାତୀୟ କଳାସଂସ୍କୃତି ମହୋତ୍ସବ ପାଳନ କରାଯାଉଛି l ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ନୂତନ ପ୍ରତିଭା ମାନଙ୍କୁ ସୁଯୋଗ ଦେଇ ପ୍ରୋତ୍ସାହନ କରିବା l ଏହା ଯୋଗ, କ୍ଲାଶିକାଲ ଡ୍ୟାନ୍ସ, ଫୋଲ୍କ ଡ୍ୟାନ୍ସ, ଚିତ୍ରକଳା ସହିତ ବିଭିନ୍ନ ପ୍ରକାର ଚିତ୍ରକଳା ସହିତ ଜଡିତ କଳାକାର ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ମୂଳ ଲକ୍ଷ l ଏହି କାର୍ଯ୍ୟକ୍ରମ କୁ କଥକ ନୃତ୍ୟ ଶିଳ୍ପୀ ଅଞ୍ଜଳି ମୁଞ୍ଜଳ, ମୋହିନୀଯାତ୍ତମ ପାଇଁ ମୀରା ନାଏର, ବାଉଲ ମିଉଜିକ ସନତ ଦାସ ବଉଲ ଆଣ୍ଡ ଗ୍ରୁପ, ଫୋଲ୍କ ଡ୍ୟାନ୍ସ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଘୋଡାବଜାର ପୁରୀ, ଓଡିଶା ସଂଗୀତ ପରିଷଦ, ସୁକୁମାରୀ କଳା କେନ୍ଦ୍ର ମାନଙ୍କ ସହିତ ସାରା ଭାରତ ବର୍ଷରୁ ଶତାଧିକ ନୃତ୍ୟ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ