କୋଣାର୍କ ରୁ ବ୍ରାଉନସୁଗାର ସହିତ ଯୁବକ ଗିରଫ ..
ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡା ଅବକାରୀ ରେଞ୍ଜ ନିରୀକ୍ଷିକ ପ୍ରଭାକର ସେଠିଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କୋଣାର୍କ ଅବକାରୀ ଥାନା ଅଧିକାରୀ ମନୋଜ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଏକ ଟିମ୍ ବଳରାମ ନାଏକ (୩୪) ବର୍ଷୀୟ ଯୁବକଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ଡାକ ବଙ୍ଗଳା ଛକ ପାଖରୁ ଗିରଫ କରିଥିବା ଜଣାପଡିଛି। ତାଙ୍କ ନିକଟରୁ ୬୭ ଗ୍ରାମ ହିରୋଇନ ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ୬୮/୨୪ରେ ମାମଲା ୠଜୁ କରାଯାଇ ଆସାମୀକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
