November 23, 2024

ମାସିକ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Share

 

 

କୋଟପାଡ଼ ସୁନାରବେଲି ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ସ୍ତରୀୟ ମାସିକ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତହୋଇଯାଇଛି. ସାଇକେଲ ଚଲାଇ ଵା ଦ୍ୱାର ସ୍ୱାସ୍ଥ୍ୟ କିପରି ଆରୋଗ୍ୟ ରହିବ. ଏବଂ କ୍ୟାନ୍ସର ରୋଗ ସମେତ ଭିବିନ୍ନ ରୋଗ ରୁ କିପରି ମୁକ୍ତ ହେବେ ସେ ନେଇ ଡାକ୍ତର ଶ୍ରୀ ରାମ ପଣ୍ଡା ଏହି ମେଳାରେ ପରାମର୍ଶ ପ୍ରଦାନ କରିଥିଲେ.ସ୍ୱାସ୍ଥ୍ୟ ଓ ଆରଗ୍ୟ କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୋରପଞ୍ଚ ଦେବ ମାଝୀ. ମୁଖ୍ୟ ବକ୍ତା ବ୍ରଜ ମୋହନ ନାୟିକ. ସ୍ନେହ ଲତା ମହାରଣା. ସୁଶାନ୍ତ କୁମାର ଭଳ,ବାଲାଜୀ ରାଓ,ଆଶା କର୍ମୀ ଓ ବହୁ ଗ୍ରାମ ବାସୀ ବୃନ୍ଦ ଉପସ୍ଥିତଥିଲେ,କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା