April 24, 2026

ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବନ୍ଧୁ ମିଳନ

WhatsApp Image 2025-12-13 at 7.59.43 PM
Share

ପୁରୁଣା ବର୍ଷକୁ ବିଦାୟ ସାଙ୍ଗକୁ ବରିଷ୍ଠ ନାଗରିକ ମାନଙ୍କ ବନ୍ଧୁ ମିଳନ ସହ ଆଲୋଚନା ଚକ୍ର ମଣିନାଗ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ବନ୍ଧୁ ମିଳନ ପର୍ବରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ଡ. ବିଜୟଚନ୍ଦ୍ର ମହାରଣା, ପି.କ୍ରିଷ୍ଣା ରାଓ ଦୋରା,ଲକ୍ଷ୍ମଣ କୁମାର ଜେନା, ବୈଂଶିଧର ବିଷୋୟୀ, କୈଳାସ ଚନ୍ଦ୍ର ପ୍ରଧାନ,ବାଞ୍ଛା ନିଧି ଜେନା, ପ୍ରଭାକର ଦଳବେହେରା, କେ. ସୁବାସ ଚନ୍ଦ୍ର ପାତ୍ର, ଜି. ରାଜେଶ୍ବର ପାତ୍ର, ପଦ୍ମ ଚରଣ ଗୌଡ, କେ. ଦେବେନ୍ଦ୍ର ପାତ୍ର, ଅଭିରାମ ବଡୁ,ଜି.କୈଳାସ ଚନ୍ଦ୍ର ପାତ୍ର, ପୁରୁଷୋତ୍ତମ ସାହୁ,ସୁନୀଲ ପ୍ରଧାନ,ବସନ୍ତ କୁମାର ଦାସ,କବିରାଜ ପରିଡ଼ା, ଉମାଚରଣ ପଟ୍ଟନାୟକ, ସନ୍ତୋଷ ଘଡେଇ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

You may have missed