ରାଆଁଳ ରେ ଭାଗବତ ସପ୍ତାହ ରାଆଁଳ ରେ ଭାଗବତ ସପ୍ତାହ ଉଦଯାପିତ ଭାଗବତ ର ଭାବଧାରା ସମାଜ ଓ ବ୍ୟକ୍ତିତ୍ୱ କୁ ବିକଶିତ କରିଥାଏ : ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ …
ତିର୍ତ୍ତୋଲ12/12/2025 ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ଡ଼ିସେମ୍ବର ଛଅ ତାରିଖ ଶନିବାର ଠାରୁ ଶୁଭାରମ୍ଭ ହୋଇ, ବାର ତାରିଖ ଶୁକ୍ରବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ଉଦଯାପିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା, ତେଣ୍ଡାକୁଡ଼l ପଞ୍ଚାୟତ ଅଧିନ ରାଅଁlଳ ଗ୍ରାମରେ, ସେବାନିବୃତ ସେନାଅଧିକାରୀ ଭଗବତପ୍ରେମୀ ଅଭୟ କୁମାର ରାଉତ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରୀ ଜଗନ୍ନାଥ ସଂସ୍କୃତି ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମାର୍ଗଦର୍ଶକ ଓ ଧାରାବାହିକ ପ୍ରବକ୍ତା ଭାବେ ଯୋଗଦେଇ ଉଦଯାପନ ସନ୍ଧ୍ୟା ରେ କହିଲେ ଯେ, ଭାଗବତ ର ଭାବଧାରା ଆମ ସମାଜ ଓ ବ୍ୟକ୍ତିତ୍ୱ ର ବିକାଶ କ୍ଷେତ୍ରରେ ଅନୁପ୍ରାଣିତ କରିଆସିଛି l ରାମାୟଣୀ ପଣ୍ଡିତ ଅଭୟ ଦାସ (ବୁଲୁନନା ) ଙ୍କ ପୌରହିତ୍ୟ ରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ନାମାଚାର୍ଯ୍ୟ ବାୟାବାବା ଙ୍କ କେନ୍ଦ୍ରାପଡ଼ା କଳ୍ପତରୁ ଆଶ୍ରମ ରୁ ହୃଷିକେଶ ଦାସମହାରାଜ, ପୁରୀ କଣାସ ମଠ ରୁ ଗୌରହରି ଦାସଜୀ, କଟକ ଏସ ବି ଆଇ ମୁଖ୍ୟକାର୍ଯ୍ୟାଳୟ ର ମ୍ୟାନେଜର ଅଟଳବିହାରୀ ଦାସ, ପ୍ରଧାନଆଚାର୍ଯ୍ୟ ରବିନାରାୟଣ କଣ୍ଠ, ପଣ୍ଡିତ ପ୍ରଭାତ ରଞ୍ଜନ କର, ତୁଳସୀକ୍ଷେତ୍ରରୁ ଶୁକଦେବ ଜେନା, ମନୋରଞ୍ଜନ ପଣ୍ଡା, ସମାଜସେଵୀ ବିଭୁତି ଦାଶ, ହଳଦିଆ ଭାଗବତ ପ୍ରଚାର ସମିତି ର ଗୋପାଳ ଚରଣ ଖଟୁଆ, ସାରଳା ସେବକ ବିଶ୍ୱରଞ୍ଜନ ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ମଞ୍ଚାସିନ ହୋଇ ଥିବା ବେଳେ, ସ୍ଥାନୀୟ ସଂକୀର୍ତ୍ତନମଣ୍ଡଳୀ ର ସଦସ୍ୟ ଙ୍କ ସମେତ ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ତେବେ ଏହି ଦ୍ୱିତୀୟ ବାର୍ଷିକ ଭାଗବତ ମହୋତ୍ସବ ର ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଦିବା ରାତ୍ର ଏହି ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l ଶେଷରେ ସଂଘମିତ୍ରା ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଭାଗବତ ର ଭାବଧାରା ସମାଜ ଓ ବ୍ୟକ୍ତିତ୍ୱ କୁ ବିକଶିତ କରିଥାଏ : ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଝଙ୍କଡ଼ ତା 12/12/2025 ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ଡ଼ିସେମ୍ବର ଛଅ ତାରିଖ ଶନିବାର ଠାରୁ ଶୁଭାରମ୍ଭ ହୋଇ, ବାର ତାରିଖ ଶୁକ୍ରବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ଉଦଯାପିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା, ତେଣ୍ଡାକୁଡ଼l ପଞ୍ଚାୟତ ଅଧିନ ରାଅଁlଳ ଗ୍ରାମରେ, ସେବାନିବୃତ ସେନାଅଧିକାରୀ ଭଗବତପ୍ରେମୀ ଅଭୟ କୁମାର ରାଉତ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରୀ ଜଗନ୍ନାଥ ସଂସ୍କୃତି ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମାର୍ଗଦର୍ଶକ ଓ ଧାରାବାହିକ ପ୍ରବକ୍ତା ଭାବେ ଯୋଗଦେଇ ଉଦଯାପନ ସନ୍ଧ୍ୟା ରେ କହିଲେ ଯେ, ଭାଗବତ ର ଭାବଧାରା ଆମ ସମାଜ ଓ ବ୍ୟକ୍ତିତ୍ୱ ର ବିକାଶ କ୍ଷେତ୍ରରେ ଅନୁପ୍ରାଣିତ କରିଆସିଛି l ରାମାୟଣୀ ପଣ୍ଡିତ ଅଭୟ ଦାସ (ବୁଲୁନନା ) ଙ୍କ ପୌରହିତ୍ୟ ରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ନାମାଚାର୍ଯ୍ୟ ବାୟାବାବା ଙ୍କ କେନ୍ଦ୍ରାପଡ଼ା କଳ୍ପତରୁ ଆଶ୍ରମ ରୁ ହୃଷିକେଶ ଦାସମହାରାଜ, ପୁରୀ କଣାସ ମଠ ରୁ ଗୌରହରି ଦାସଜୀ, କଟକ ଏସ ବି ଆଇ ମୁଖ୍ୟକାର୍ଯ୍ୟାଳୟ ର ମ୍ୟାନେଜର ଅଟଳବିହାରୀ ଦାସ, ପ୍ରଧାନଆଚାର୍ଯ୍ୟ ରବିନାରାୟଣ କଣ୍ଠ, ପଣ୍ଡିତ ପ୍ରଭାତ ରଞ୍ଜନ କର, ତୁଳସୀକ୍ଷେତ୍ରରୁ ଶୁକଦେବ ଜେନା, ମନୋରଞ୍ଜନ ପଣ୍ଡା, ସମାଜସେଵୀ ବିଭୁତି ଦାଶ, ହଳଦିଆ ଭାଗବତ ପ୍ରଚାର ସମିତି ର ଗୋପାଳ ଚରଣ ଖଟୁଆ, ସାରଳା ସେବକ ବିଶ୍ୱରଞ୍ଜନ ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ମଞ୍ଚାସିନ ହୋଇ ଥିବା ବେଳେ, ସ୍ଥାନୀୟ ସଂକୀର୍ତ୍ତନମଣ୍ଡଳୀ ର ସଦସ୍ୟ ଙ୍କ ସମେତ ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ତେବେ ଏହି ଦ୍ୱିତୀୟ ବାର୍ଷିକ ଭାଗବତ ମହୋତ୍ସବ ର ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଦିବା ରାତ୍ର ଏହି ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l ଶେଷରେ ସଂଘମିତ୍ରା ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
