April 27, 2026

ବଡବେରଣା ପ୍ରାଥମିକ ବିଦ୍ୟାଳୟର ୧୨୦ତମ ବାର୍ଷିକ ଉତ୍ସବରେ ମହାମହିମ ରାଜ୍ୟପାଳ

IMG-20251213-WA0014
Share

 

ବେଗୁନିଆ ବ୍ଳକ (ଉପାନ୍ତ ଖବର )ବଡବେରଣା ଉଚ୍ଚପ୍ରାଥମିକ ବିଦ୍ୟାଳୟର ୧୨୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ଏଥିରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟପାଳ ଡ ହରିବାବୁ କମ୍ଭମ୍ପତି ଯୋଗଦେଇ ମାନବ ଜୀବନ ନିର୍ମାଣ କରିବାରେ ବିଦ୍ୟାଳୟ ଏକ କାରାଖାନା ବୋଲି ମତ ଦେଇଥିଲେ ଅନୁଷ୍ଠିତ ସଭାର ଆୟୋଜନ ସମିତିର ଅଧକ୍ଷ ଡାକ୍ତର ଅମେନ୍ଦ୍ରନାଥ ମହାପାତ୍ର ପୌରୋହିତ କରିଥିଲେ ମୁଖ୍ୟବକ୍ତା ଭାବରେ ସ୍ତମ୍ଭକାର ତଥା ସାହିତିକ ଚିତରଞ୍ଜନ ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ ଏକ ପୁସ୍ତକ ଶତବିଂଶତି ଉନ୍ମୋଚିତ ହୋଇଥିଲା ପ୍ରାକ୍ତନ ଶିକ୍ଷକ ବିଶ୍ଵନାଥ ପଣ୍ଡା, ଶରତ ଚନ୍ଦ୍ର ମହାପାତ୍ର, ଲୋକନାଥ ସାହୁ, ଗୋବିନ୍ଦଚନ୍ଦ୍ର ଜେନା, ନାରାୟଣ ଛାଟୋଇଓପୁରାତନ ଛାତ୍ର କୁଞ୍ଜ ବିହାରି ପଣ୍ଡାଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ର ସମସ୍ତେ ଯୋଗ ଦେଇଥିଲେ ଉତ୍ସବରେ ଉପ ଜିଲ୍ଲାପାଳକିଶୋର କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣି ଡପ୍ରଜ୍ଞା ପରମିତା ଜେନା,, ତହସିଲଦାର ତପସ କୁମାର ବିଶି, ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ତୋସ କୁମାର ଜେନା, ଗୋଷ୍ଠି ଶିକ୍ଷା ଅଧିକାରୀ ଭାଷ୍କର ଲେଙ୍କା ପ୍ରମୁଖ ଯୋଗଦେଇଥିଲେ ପ୍ରଧାନଶିକ୍ଷୟତ୍ରୀ ନଳିନି ପ୍ରଭା ଦେବୀ ଅନ୍ୟବାଦ ଦେଇ ଶାନ୍ତି ଶଙ୍ଖଳାର ସହିତ ଏହାକୁ ପାଳନ କରିଥିଲେ ରିପୋର୍ଟର ମାନସ ରଞ୍ଜନ କର