April 28, 2026
IMG-20250913-WA0005
Share

ସୋରଡ଼ା ନିର୍ବାଚନ ମଣ୍ଡଳୀର ତଥା ସୋରଡ଼ା ଅଞ୍ଚଳର ଆରାଧ୍ୟା ଦେବୀଙ୍କ କଣ୍ଟା ପୀଢା ମହୋତ୍ସବ ୨୦୨୫ ର ତୃତୀୟ ଦିବସ ଅବସରରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ମାନ୍ୟବର ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଫୁଲୁବାଣୀ ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ବିଧାୟକ ଉମାଚରଣ ମଲ୍ଲିକ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ,ଆସିକା ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ବିଧାୟକ ଶ୍ରୀ ସୋରଜ ପାଢ଼ୀ,ଆସିକା ସାଂସଦ ପ୍ରତିନିଧି ପରୀ ଅଧିକାରୀ,ସୋରଡ଼ା ବି.ଡ଼ି.ଓ ଶ୍ରୀ ତନ୍ମୟ ପାତ୍ର,ପୁରୁଷୋତ୍ତମପୁର S.D.P.O ଶ୍ରୀ ସୁଜିତ୍ ନାୟକ,ଆସିକା S.D.P.O ସନ୍ତୋଷ ଜେନା ଆଡିସିନାଲ ଏସ୍.ପି ରଞ୍ଜନ ଦେଓ,ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକୃଷ୍ଣ ପ୍ରଧାନ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଆମ ପ୍ରିୟ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହେଲେ ବିଜେପି କ୍ରମୀ ଯୋଗ ଦେଇ ଥିଲେ ପୋଗ୍ରାମ ଶେଷ କରି ପ୍ରସାଦ ସେବନ ଆରମ୍ବ ହୋଇ ଥିଲା ସୋରଡ଼ାରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ

You may have missed