March 8, 2026

ଆଇତିପୁର ପଂଚାୟତ ରେ ବିଜେପି ର ମହା ଜନ ସମ୍ପର୍କ ଅଭିଯାନ

bc42a783-f96b-4c1e-a3d6-fbeea99f746d
Share

ହାଟଡିହୀ ତା ୧୩/୦୭ (ପିଏନଏସ) :ବିଜେପି ର ମହା ଜନ ସମ୍ପର୍କ ଅଭିଯାନ ଅଵସର ରେ ଆଜି ଶାଳଣିଆ ମଣ୍ଡଳ ଆଇତିପୁର ପଂଚାୟତ ର ରତକଣା ଗ୍ରାମରେ ଏବଂ ଵଂଚୋ ପଂଚାୟତ ରେ ଗୃହ ସମ୍ପର୍କ ଅଭିଯାନ ମାଧ୍ୟମରେ ବିଜେପି କାର୍ଯ୍ୟକାର୍ତ୍ତା ମାନେ ଘର କୁ ଘର ଯାଇ ଯସସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ସରକାର ର 9 ବର୍ଷର ସଫଳତା ସମ୍ପର୍କିତ କରପତ୍ର ବଣ୍ଟନ ସହ, UCC କୁ ସମର୍ଥନ ପାଇଁ ସାଧାରଣ ଜନତା ଙ୍କୁ ଅବଗତ କରାଇଥିଲେ। ଆଇତିପୁର ପଂଚାୟତ ର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଦୀପ ସେଠୀଙ୍କ ନେତୃତ୍ୱ ରେ ଏ ଅଭିଯାନ ଚାଲିଥିବା ବେଳେ ଵଂଚୋ ରେ ବରିଷ୍ଠ ନାରି ନେତ୍ରୀ ଦୀପ୍ତି ଖୁଣ୍ଟିଆ ଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ , ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର , ଶାଳଣିଆ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଵଂ ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ଙ୍କ ସମେତ ପ୍ରକାଶ ସାହୁ,ଗୋବିନ୍ଦ ସେଠି, ଜିତେନ୍ଦ୍ର ଭୁତିଆ, ପ୍ରଦୀପ ସେଠି, ସୁଭାଦ୍ରୀ ବଳିୟାର ସିଂ, ସୁରେନ୍ଦ୍ର ବିଶ୍ୱାଳ, କଂହୁ ରଣା, ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଅଭିଯାନ ରେ ସାମିଲ ହୋଇଥିଲେ
[20:06, 13/07/2023] Ganesh Bisoi Media: କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।