March 13, 2026

ଖେଳ ପଡ଼ିଆରେ ପାର୍କ ନିର୍ମାଣ ନେଇ ବିରୋଧ

26092702-98e8-4a5f-89a5-48b1c1ecb3ec
Share

ଆନନ୍ଦପୁର ପୌରପରିଷଦରେ ଶତାଧ୍ଵକ ବର୍ଷ ଧରି ସର୍ବସାଧାରଣରେ ବ୍ୟବହୃତ ହେଉଥ‌ିବା ଜାଗା ସହ ପିଲାଙ୍କ ଖେଳ ପଡ଼ିଆରେ ପାର୍କ ନିର୍ମାଣ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ପୂର୍ବରୁ ଆନନ୍ଦପୁର ପଞ୍ଚାୟତ ଅଧୀନରେ ଥ‌ିବା ବେଳେ ୧୯୭୪ ମସିହାରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିଣତ ହେବାପରେ
୨୦୦୨ ସେପ୍ଟେମ୍ବରରେ ପୌରପରିଷଦର ପଡ଼ିଆ ରହିଥ‌ିବା ବେଳେ ବର୍ତ୍ତମାନ ମାନ୍ୟତା ପାଇଥିଲା। ବର୍ତ୍ତମାନ ୧୬ଗୋଟି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୱାର୍ଡକୁ ନେଇ ପୌରପରିଷଦ ଗଠନ ଆନନ୍ଦପୁରର ଡାହାଣୀ ପଡ଼ିଆ, ଘୋଡ଼ାଡିଆଁ ହୋଇଥ‌ିବା ବେଳେ ୪୦ହଜାରୁ ଉର୍ଦ୍ଧ୍ଵ ପଡ଼ିଆ, ବୈତରଣୀ ପଡ଼ିଆ ଭଳି ଅନେକ ଲୋକ ବସବାସ କରୁଥିବା ଜଣାଯାଇଛି। ପଡ଼ିଆ କୌଣସି ପାର୍କ କରାନଯିବାକୁ ଲୋକମାନଙ୍କ ସୁବିଧା ନିମନ୍ତେ ଶତାଧ୍ଵକ ସାଧାରଣରେ ଦାବି ହେଉଛି। ବର୍ତ୍ତମାନ ବର୍ଷ ପୂର୍ବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ରାଜନୈତିକ ଦଳର ମିଟିଂ, ବିଭିନ୍ନ ସହ ପିଲାଙ୍କ ଖେଳକୁଦ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ୱାର୍ଡରେ ସର୍ବସାଧାରଣ ବ୍ୟବହୃତ ଖୋଲା ପର୍ବପର୍ବାଣୀ, ଖେଳକୁଦ ସହ ବିଭିନ୍ନ
କାର୍ଯ୍ୟକ୍ରମ କରାଯାଇଥିବାରୁ ପ୍ରତ୍ୟେକ ୱାର୍ଡ଼ରେ ୪ଟିରୁ ଉର୍ଦ୍ଧ୍ଵ ଖୋଲା ପଡ଼ିଆର ଆବଶ୍ୟକତା ରହିଛି। ପାର୍କ ନିର୍ମାଣକୁ କୌଣସି ବ୍ୟକ୍ତି ବିରୋଧ କରୁନଥ‌ିବା ବେଳେ ବର୍ତ୍ତମାନ ସରକାରୀ ଜାଗାକୁ ଅକ୍ତିଆର କରି ରଖୁଥ‌ିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇ ସେହି ସ୍ଥାନରେ ପାର୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କରିବା ପାଇଁ ଆନନ୍ଦପୁରବାସୀଙ୍କ ପକ୍ଷରୁ ଦାବି ହେଉଛି।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ )