September 18, 2026

ଓଢ଼େଇ ଘଣ୍ଟା ବିଳମ୍ବ ରେ ଆରମ୍ବ ହେଲା ଭଟିଙ୍ଗ

mumm
Share


କୋରାପୁଟ ଜ଼ିଲ୍ଲା କୁନ୍ଦ୍ରା ବ୍ଲକ ଉଦଲ ଗୁଡା ବୂଥ ରେ ଇ ଭି ଏମ ମିସିନ ତ୍ରୁଟି ଯୋଗୁଁ ଓଢ଼େଇ ଘଣ୍ଟା ଭୋଟର ଙ୍କୁ ଅପେକ୍ଷା କରିବାକୁ ପଡିଲା ବୋଲି ଜଣା ଯାଇଛି.ଏହି ବୁଥ ଟି ବ୍ଲକର ବଡ଼ ବୁଥ ବୋଲି ଭୋଟର ପ୍ରକାଶ କରିଛନ୍ତି. କୋରାପୁର ଜ଼ିଲ୍ଲା କୋଟପାଡ଼ ରୁ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର