June 18, 2026

ସମ୍ବଲପୁରରେ ଡା.ରାସେଶ୍ବରୀ ପାଣିଗ୍ରାହୀ ଙ୍କୁ ବିଜେଡି ଟିକଟ ଦେଇନି

pando
Share

ସମ୍ବଲପୁରରେ ଡା.ରାସେଶ୍ବରୀ ପାଣିଗ୍ରାହୀ ଙ୍କୁ ବିଜେଡି ଟିକଟ ଦେଇନି। ଫଳରେ ସେହି ଗୋଷ୍ଠୀରେ ଦେଖାଦେଇଛି ବିଦାଦ। ଖୋଲା ଚ୍ୟାଲେଞ୍ଚ କରି ପରବର୍ତ୍ତି ନିଷ୍ପତ୍ତି ଉପରେ ବିଚାର କରିବାକୁ ଡା.ରାସେଶ୍ବରୀ ଗୋଷ୍ଠୀ ନେଇଛନ୍ତି ନିଷ୍ପତ୍ତି ।

You may have missed