November 26, 2024

Day: September 12, 2024

ଜିଲ୍ଲା ସ୍ତରୀୟ “ସ୍ଵଚ୍ଛତା ହିଁ ସେବା” ପ୍ରସ୍ତୁତି ବୈଠକ ଅନୁଷ୍ଠିତ* 

  ପାରଳାଖେମୁଣ୍ଡି,ତା.୧୨.୦୯.୨୦୨୪   ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ "ସ୍ଵଚ୍ଛତା ହିଁ ସେବା" ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି...

ବିସରପୁର ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

  ପୁରୀଜିଲ୍ଲା ଗୋପ ବ୍ଲକ ବିସରପୁର ଗ୍ରାମରେ ନୀଳକଣ୍ଠେଶ୍ଵର ଗଣପତି କମିଟି ର ସଭାପତି ମାନସ ଦଳାଇଙ୍କ ସଭାପତିତ୍ୱ ର ମୁଖ୍ୟ ଅତିଥିଭାବେ ବିଜେଡି ଯୁବନେତା ସୁବ୍ରତ...

ଉମରକୋଟ ଫକୀରମୋହନ ପଠଶାଳା ରେ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ………

    ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ସ୍ଥାନୀୟ ଫକୀରମୋହନ ପଠନଶାଳା ତରଫରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ଵାମୀ ବିବେକାନନ୍ଦ ବିଦ୍ୟାଳୟ ପରିସରରେ ଶ୍ରୀରାଧାଷ୍ଟମୀ ଅବସରରେ...

ଅଲ ଇଣ୍ଡିଆ ମୋବାଇଲ ବିକ୍ରେତାଙ୍କ ଦଶମ ବାର୍ଷିକୀ ସଭା 

    ସମ୍ବଲପୁର ତା ୧୧/୦୯/:ସ୍ଥାନୀୟ ଅପସରା ହୋଟେଲ ଠାରେ ବୁଧବାର ଅଲ ଇଣ୍ଡିଆ ମୋବାଇଲ ବିକ୍ରେତାଙ୍କ ଦଶମ ବର୍ଷିକୀ ସମାଗମ ହୋଇଯାଇଛି।ଏହା ସମ୍ବଲପୁର ମୋବାଇଲ ବିକ୍ରେତାଙ୍କ...

ଆଜିର ଖବର…

    ୧-ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି।   ୨-ବିଜେଡି ଯୁବ ସମାବେଶରେ ବିଜେପିକୁ...

ପଦ୍ମପୁର ବ୍ଲକ ସ୍ତରୀୟ ଏସଟି ଓ ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ 

  ରାୟଗଡା : ପଦ୍ମପୁର ବ୍ଲକ ସ୍ତରୀୟ ଅନୁସୂଚିତ ଜାତି ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ର ସାଧାରଣ ସଭା, କମିଟି ଗଠନ ଓ ସଚେତନତା କାର୍ଯ୍ୟକ୍ରମ...

ରାୟଗଡ଼ ବିଧାନସଭା ର କେରେଡା ପାଞ୍ଚାୟତ ରେ ବିଜେପି ର ସଦସ୍ୟତା ଅଭିଯାନ ଓ ସାଙ୍ଗଠନିକ ନେଇ ଭେଙ୍କଟସ୍ୱର ଙ୍କ ଅଭିଯାନ 

  ରାୟଗଡା : ୟାଲା ଭେଙ୍କଟ ସ୍ୱର ରାଓ କୋଣ୍ଡା ବାବୁ ଙ୍କ ନେତୃତ୍ୱରେ ରାୟଗଡ ବିଧାନସଭାର ରାୟଗଡ ବ୍ଲକ ର କେରେଡା ପଞ୍ଚାୟତରେ ଗଣେଶ ଭଗବାନ...

ଆଜିର ରାଶିଫଳ ..

════•❁❀❁•═════✧* *🌹ମେଷ* 🌹👇 *ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.